40.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: ଆଜି ଆୟ ଆଶାନୁରୂପ ରହିବ । ସରକାରୀ ସହାୟତା ନେଇ ଲାଭବାନ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦାମ୍ଫତ୍ୟ ଜୀବନ ସୁଖପ୍ରଦ ହେବ ।

ବୃଷ: ବାଧାବିଘ୍ନକୁ ଏଡାଇ କାର୍ଯ୍ୟରେ ଅଗ୍ରଗତି କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସର୍ବତ୍ର ଉନ୍ନତି ଆଶା କରାଯାଉଛି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । କଥାଶୈଳୀରେ ପରକୁ ବୁଝାଇବେ ।

ମିଥୁନ: ଆଜି ଆୟ ଯଥେଷ୍ଟ ପରିମାଣରେ ହେବ । ନାନା ବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି । ଭୋଗୀ ଓ ଗୁଣବାନ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି ।

କର୍କଟ: ସୁଖସମ୍ମାନ ଲାଭ କରିପାରନ୍ତି । ପାରିବାରିକ ସୁଖଶାନ୍ତି ମିଳିବ । ବ୍ୟବସାୟରେ ଉନ୍ନତି ଘଟିବ । ସରକାରୀ ସ୍ତରରୁ ଅର୍ଥ ସହିତ ମାନ୍ୟତା ମିଳିବ ।

ସିଂହ: ଭ୍ରମଣ ଯୋଗ ରହିଛି । ଭାଗ୍ୟବାନ ହେବେ । ଅର୍ଥ ମିଳିବ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ବସ୍ତ୍ର, କାଂଚନ ଲାଭ ହୋଇପାରେ ।

କନ୍ୟା: ଲାଗି ରହିଥିବା ବିବାଦର ଅବସାନ ଘଟିବ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ନିଜ ସମ୍ମାନକୁ ଜଗିରଖି ଚଳିବାକୁ ପଡିବ । ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭ କାର୍ଯ୍ୟ ଆରମ୍ଭ କରିବେ । ଉଚ୍ଚସ୍ଥାନ ଆରୋହଣ କରିବେ ।

ତୁଳା: ଆଜି ଚାପରେ ପଡି କାର୍ଯ୍ୟ କରିପାରନ୍ତି । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସାଧାନାରେ ସିଦ୍ଧିପ୍ରାପ୍ତି ହେବ । ବନ୍ଧୁ ମେଳରେ ରହି ବିଶେଷ ଉପକୃତ ହୋଇପାରନ୍ତି ।

ବିଛା: କାର୍ଯ୍ୟ ଓ ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । କର୍ମ କ୍ଷେତ୍ରରେ ତପ୍ତରତା ପ୍ରକାଶ କରିବେ ।

ଧନୁ: ଅର୍ଥ ଆବଶ୍ୟକତା ରହିଛି । ଚିନ୍ତିତ ହେବେ । ଭାଗ୍ୟରେ ପରିବର୍ତ୍ତନ ଘଟିବାର ସୂଚନା ମିଳୁଛି । ବ୍ୟବସାୟରେ ଲାଭବାନ ହେବେ।

ମକର: ଆଜି ଦିନରେ ବନ୍ଧୁ ମିଳନ ଆନନ୍ଦ ଦାୟକ ହୋଇପାରେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଉପୁଜିଥିବା ସମସ୍ୟାର ପରିସମାପ୍ତି ଘଟିବ । କୃଷି କ୍ଷେତ୍ରକୁ ତ୍ୱରାନିତ୍ୱ କରିବାରେ ଲାଗି ପଡିବେ ।

କୁମ୍ଭ: ପାରିବାରିକ ଜୀବନ ସୁଖମୟ ହେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ନୂତନ ଓ ଉନ୍ନତ ଚିନ୍ତା ଧାରାରେ କାର୍ଯ୍ୟ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସର୍ବସୁଖ ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ । ଆଳସ୍ୟ ପରାୟଣ ହୋଇପାରନ୍ତି । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ । ମନ ପ୍ରସନ୍ନ ରହିବ । ବିଭିନ୍ନ ଦିଗରୁ ଧନାଗମ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking