40.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ବହୁ ଦିନର ଆଶା ପୂରଣ ହୋଇପାରେ । କେତେକ କ୍ଷେତ୍ରରେ ଶତ୍ରୁତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଦୂରସ୍ଥାନକୁ ଯାଇପାରନ୍ତି । ଖର୍ଚ୍ଚାନ୍ତ ହେବେ ।

ବୃଷ : କର୍ମକ୍ଷେତ୍ରରେ ନୂତନ ଭାର ଗ୍ରହଣ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ । ପାରିବାରିକ କ୍ଷେତ୍ରରେ ପିତାଙ୍କ ଚିନ୍ତା ରହିବ । ଆର୍ଥିକ ସମସ୍ୟା ଦେଖାଦେବ ।

ମିଥୁନ : ଆଜି ଆର୍ଥିକ ଅବସ୍ଥା ଗୁରୁତର ହେବ । ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ୍ ହେବେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ମହିଳାମାନେ ଖୁସିରେ ରହିବେ ।

କର୍କଟ : ବର୍ଷା ଆରମ୍ଭରୁ ସତର୍କ ହେବା ଆବଶ୍ୟକ । କୌଣସି ବଡ଼ ବିପଦରୁ ରକ୍ଷା ପାଇପାରନ୍ତି । ପାରିବାରିକ କ୍ଷେତ୍ରରେ ସ୍ଥାନାନ୍ତରିତ ଯୋଗ ଅଛି । ମହିଳାମାନେ ଖୁସିରେ ରହିବେ ।

ସିଂହ : ଆଜି ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଯିବ । ଅପବାଦରୁ ରକ୍ଷା ପାଇବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ମହିଳାମାନେ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ।

କନ୍ୟା : ଆଜି ବନ୍ଧୁଙ୍କ ଦ୍ୱାରା ଦୂର ଯାଗାକୁ ଯାଇପାରନ୍ତି । ଆର୍ଥିକ ଲାଭ ଭଲ ହେବ । ବ୍ୟବସାୟରେ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ସତର୍କ ରହିବେ ।

ତୁଳା : ଆର୍ଥିକ ଅଭାବ ଅନୁଭବ କରିପାରନ୍ତି । ମାନସିକ ଚିନ୍ତା ବୃଦ୍ଧି ହୋଇପାରେ ।
କୌଣସି ଅସୁଭ ସମ୍ବାଦରେ ବିବ୍ରତ ହେବେ । କର୍ମକ୍ଷେତ୍ରରେ ଅଶାନ୍ତି ବଢ଼ିବ ।

ବିଛା : ଆଜି ପୈତୃକ ସମ୍ପତିକୁ ନେଇ ଅଶାନ୍ତି ଏବଂ କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହେବେ । ମାନସିକ ଦ୍ୱନ୍ଦ ବୃଦ୍ଧି ହେବ । ବ୍ୟବସାୟରେ ଅଶାନ୍ତି ହେବେ ।

ଧନୁ : କର୍ମକ୍ଷେତ୍ର ତଥା ବ୍ୟସାୟରେ ସତର୍କତା ଅବଲମ୍ବନ କରନ୍ତୁ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ । ଶାରୀରିକ ପୀଡ଼ା ପାଇପାରନ୍ତି ।

ମକର : ଆର୍ଥିକ ଲାଭ ହେବ । ଖର୍ଚ୍ଚର ସୁଅ ଛୁଟିପାରେ । କର୍ମକ୍ଷେତ୍ରରେ ଆନନ୍ଦ ମିଳିବ । ପାରିବାରିକ ଅଶାନ୍ତି ଆପଣଙ୍କୁ ବ୍ୟସ୍ତ କରିପାରେ । ଦୂର ଯାଗାକୁ ଯାଇପାରନ୍ତି ।

କୁମ୍ଭ : ଆପଣ ଦ୍ୱନ୍ଦ ମଧ୍ୟରେ କର୍ମଭାର ଗ୍ରହଣ କରିପାରନ୍ତି । ପଦୋନ୍ନତି ହେବାର ଆଶା ଅଛି । ଧାର୍ମିକ କ୍ଷେତ୍ରରେ ସୁଯୋଗ ଆସିବ । ମହିଳା ଭୂଲ କରିବେ ।

ମୀନ : କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହେବେ । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ମହିଳାମାନେ ପତି ବିରୋଧୀ ହୋଇପାରନ୍ତି । ଗୃହରେ ଅଶାନ୍ତି ସୃଷ୍ଟି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking