37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଦୁର୍ଘଟଣାରେ ସମ୍ମୁଖିନ ହୋଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ଶାନ୍ତି ମିଳିବ ।

ବୃଷ : ଆଜି ଗୃହରେ ପିତାଙ୍କ ଦେହ ଖରାପ ରହିବ । ଖର୍ଚ୍ଚାନ୍ତ ହୋଇ ଚିନ୍ତିତ ରହିବେ । ନୂତନ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ । ମହିଳାମାନେ ଗୃହକାର୍ଯ୍ୟରେ ଲାଗି ରହିବେ । ସ୍ୱାସ୍ଥ୍ୟପ୍ରତି ସତର୍କ ରହୁନ୍ତୁ ।

ମିଥୁନ : ପାରିବାରିକ କ୍ଷେତ୍ରରେ ଆର୍ଥିକ ସଂକଟ ନେଇ ଚିନ୍ତିତ ରହିବେ । ଧର୍ମଭାର ଜାଗ୍ରତ ହେବ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ । ପୁରାତନ ରୋଗରୁ ମୁକ୍ତି ପାଇବେ ।

କର୍କଟ : ଆଜି ଅଯଥା ଶତ୍ରୁମାନେ ଆକ୍ରଣ କରିବେ । ଜମିବାଡ଼ି ସଂକ୍ରାନ୍ତିୟ ଗଣ୍ଡଗୋଳ ଲାଗିରହିବ । ବ୍ୟବସାୟରେ ଲାଭବାନ ହେବେ । ଚାକିରୀକ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀମାନେ ଶିକ୍ଷାପ୍ରତି ଚିନ୍ତିତ ରହିବେ ।

ସିଂହ : ଆଜି ଦିନଟି ଆପଣଙ୍କ ସମସ୍ୟା ବୃଦ୍ଧି ହେବ । ଅଯଥା ଶତ୍ରୁମାନେ ବିରୁଦ୍ଧାଚରଣ କରିବେ । ଶତ୍ରୁଦମନ କରିବାରେ ଆପଣ ବ୍ୟସ୍ତ ରହିବେ ।

କନ୍ୟା : ଆଜି ଅପଣଙ୍କ ପ୍ରତି ଶୁଭ ଅଟେ । କିଛି ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଚାକିରୀକ୍ଷେତ୍ରରେ ବିବାଦ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ପ୍ରମୋଶନ ହେବା କଷ୍ଟକର ହୋଇପାରେ ।

ତୁଳା : ଆଜି ଆପଣଙ୍କ ଦେହ ଅସୁସ୍ଥ ରହିବ । ମାନସିକ ଅଶାନ୍ତି ଭୋଗିବେ । ଧନ ସମ୍ପତିରେ କ୍ଷତି ଘଟିପାରେ ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ ।

ବିଛା : ଆଜି ଆପଣ ଧର୍ମ ପ୍ରତି ମନ ବଳାଇବେ । ଆର୍ଥିକ ସମସ୍ୟା ଲାଗି ରହିବ । ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବେ । ଦୂରଯାତ୍ରା ଯୋଗ ରହିଛି । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବେ ।

ଧନୁ : ଆଜି ଆପଣ ସମ୍ମାନୀତ ହେବେ । ଅର୍ଥକ୍ଷେତ୍ରରେ ଫଳପ୍ରଦ ହେବ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଚିନ୍ତାରେ ରହିବେ ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ସଙ୍ଗେ ସମ୍ମାନୀତ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ପରିବାରରେ ଶାନ୍ତି ସୃଷ୍ଟି ହୋଇପାରେ । ମହିଳାମାନେ କର୍ମଠ ହେବେ ।

କୁମ୍ଭ : ଆଜି ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ହେବେ । ପରିବାରରେ ଅଶାନ୍ତି ଲାଗି ରହିବ । ଆର୍ଥିକ ପରିସ୍ଥିତିରେ ସମାନ୍ୟ ଅଭାବ ଦେଖାଦେବ । ବାଣିଜ୍ୟ ଲାଭ କରିବେ ।

ମୀନ : ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ । ଶାରୀରିକ ପୀଡ଼ା ପାଇପାରନ୍ତି । ବନ୍ଧୁ ମିଳନର ଯୋଗ ରହିଛି । ବିଦ୍ୟାର୍ଥୀମାନେ ଶିକ୍ଷାରେ ଉନ୍ନତି କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking