27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ପରିବାରରେ ଶାନ୍ତି ମିଳିବ । ବ୍ୟବସାୟରେ ଲକ୍ଷ୍ୟ ପୂରଣ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମହିଳା ଓ ବିଦ୍ୟାର୍ଥୀମାନେ ଧର୍ମ ପରାୟଣ ହେବେ ।

ବୃଷ : ବ୍ୟବସାୟରେ ଲାଭ ହୋଇପାରେ । ଆକସ୍ମିକ ଭାବରେ ଗୃହ କରିପାରନ୍ତି । ପାରିବାରିକ ଜୀବନରେ ସୁଖି ହୋଇପାରନ୍ତି । ଅନ୍ୟକୁ ସାହାଯ୍ୟ କରିପାରନ୍ତି । ମହିଳାମାନେ ଗୃହକାର୍ଯ୍ୟ ପାଇଁ ଲାଗି ପଡ଼ିବେ । ବିଦ୍ୟାର୍ଥୀମାନେ ସମ୍ମାନୀତ ହେବେ ।

ମିଥୁନ : ଶାରୀରିକ ଅସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ବ୍ୟବସାୟ ଭଲରେ ଚାଲିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ଆଜି ହସ ଖୁସିରେ ଚାଲିବ । ଦ୍ରବ୍ୟ ଲାଭର ଯୋଗ ରହିଛି । ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

କର୍କଟ : କର୍ମନିଯୁକ୍ତି ପାଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଦ୍ରବ୍ୟ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସମ୍ମାନୀତ ହେବେ । ମହିଳାମାନେ ଗୃହକାର୍ଯ୍ୟ ପାଇଁ ଲାଗି ପଡ଼ିବେ

ସିଂହ : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଚାକିରୀରେ ପ୍ରତିଷ୍ଠିତ ହେବେ । ବ୍ୟବସାୟରେ ଆଶାଜନକ ଲାଭ ପାଇବେ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିନପାରେ । ମହିଳାମାନଙ୍କର ବହୁଦିନର ଆଶା ପୂରଣ ହେବ ।

କନ୍ୟା : ଆଜି କେତକ ଗୁରୂତ୍ୱପୂର୍ଣ୍ଣ କାମ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ଅନୁମେୟ ଦେଖାଦେବ । ବ୍ୟବସାୟରେ ଉନ୍ନତି ଘଟିବ । ପରିବାରର ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସଫଳ ହେବେ ।

ତୁଳା : ଅର୍ଥହାନୀ ହୋଇପାରେ । ଯାନବାହନରେ ଦୁର୍ଘଟଣା ଘଟିପାରେ । ଚାକିରୀକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ ।

ବିଛା : ଆଜି ଆପଣଙ୍କ ପକ୍ଷେ ଶୁଭ ଦାୟକ ଅଟେ । ଆୟ ପନ୍ଥା ଉତମ ହେବ । କୌଣସି ଏକ ସମସ୍ୟାରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା ହୋଇପାରେ ।

ଧନୁ : କର୍ମକ୍ଷେତ୍ରରେ ସଫଳ ହେବେ । ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ । ରାଜନୈତିକ କ୍ଷେତ୍ରରେ ପ୍ରିୟଭାଜନ ହୋଇପାରନ୍ତି । ଆୟ ଉତମ ହୋଇପାରେ । ମହିଳାମାନେ ଗରୁଦାୟିତ୍ୱ ନେଇପାରନ୍ତି । ଧର୍ମ କାର୍ଯ୍ୟରେ ମନ ଦେବେ ।

ମକର : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ପରିବାରରେ ଶାନ୍ତି ମିଳିବ । ନୂତନ ଜମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ ।

କୁମ୍ଭ : କର୍ମକ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରି ହଇରାଣରେ ପକାଇ ପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ଭାତୃ ବିବାଦ ଲାଗି ରହିବ । ନୂତନ ଜମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ ।

ମୀନ : ଦୂର ଯାତ୍ରା ଯୋଗ ରହିଛି । ବ୍ୟବସାୟରେ ସାମାନ୍ୟ ଲାଭ ଅଛି । ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତନ ଘଟିବ । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପରିବାରରେ ମତାନ୍ତର ଦେଖାଦେବ । ମହିଳାମାନେ ଯଶସ୍ୱୀ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking