26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ରବିଙ୍କ ପ୍ରଭାବରୁ ବ୍ୟବସାୟରେ ସମସ୍ତ ସମସ୍ୟା ଦୂର ହେବ । ଧନଲାଭର ସୁଯୋଗ ଆସିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁ ଲାଭବାନ୍ ହେବେ ।

ବୃଷ : ଆଜି ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ଲାଭ କରିବେ । ବାକ୍ ସଂଯମ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଆର୍ଥିକ ସଂକଟ ଦେଖାଦେବ ।

ମିଥୁନ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଭୂମି ବାହନ ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଶାରୀରିକ ସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମ ପରାୟଣ ହେବେ ।

କର୍କଟ : ଆକସ୍ମିକ ଧନଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ରୋଗ ମୁକ୍ତ ହେବେ । ମାନସିକ ଅଶାନ୍ତି ବୃଦ୍ଧି ପାଇବ ।

ସିଂହ : ଆଜି ରାହୁଙ୍କ ପ୍ରଭାବରୁ ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ୍ ଆସିବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ ।

କନ୍ୟା : ବ୍ୟବସାୟରେ ଲାଭବାନ୍ ହେବେ । ଗୃହ ବା ଭୂମି କ୍ରୟର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ ।

ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବ । ବାଧା ବିଘ୍ନ ଦୂର ହୋଇପାରେ । ଲାଭାବନ୍ ହେବେ । ପରିସ୍ଥିତି ଜଟିଳ ହେବ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ । ମହିଳାମାନେ ଚିନ୍ତିତ ରହିବେ ।

ବିଛା : ବ୍ୟବସାୟରେ ସଫଳତା ଲାଭ କରିବେ । ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମ କାର୍ଯ୍ୟରେ ମନଦେବେ ।

ଧନୁ : ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ହୋଇପାରିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ବାଧା ବିଘ୍ନ ଦୂର ହେବ । ଦୂରଯାଗାକୁ ଯାଇପାରନ୍ତି ।

ମକର : ଆଜି ସମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।

କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମି ବା ଦ୍ରବ୍ୟ ଇତ୍ୟାଦି କ୍ରୟ କରିପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଅନୁଭବ କରିବେ ।

ମୀନ : ଆଜି କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ମଜବୁତ୍ ହେବ । ଶତ୍ରୁମାନେ ପରାଜିତ ହେବେ । ଋଣମୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking