27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଆର୍ଥିକ ପରିସ୍ଥିତି ଜଟିଳ ହେବ। କର୍ତ୍ତୁପକ୍ଷଙ୍କ ସହ ମତାନ୍ତର ଘଟିବ।କାର୍ଯ୍ୟଭାର ବଢ଼ିବ। ଯୋଗାଯୋଗରେ ଅଗ୍ରଗତି ଘଟିବ।
ବୃଷ: ବ୍ୟକ୍ତିଗତ ଦୁର୍ବଳତା ହେତୁ ଅସୁବିଧାରେ ପଡିବେ।ବନ୍ଧୁ ସହଯୋଗ ମିଳିବ।ଶାରୀରିକ ଆଘାତ ପାଇ ପାରନ୍ତି।
ମିଥୁନ: ଆଜି ପୈତୃକ ସମ୍ପତିନେଇ ବିବାଦ ସୃଷ୍ଟି ହେବ।ପରିବାର ପାଇଁ ଚିନ୍ତା ବଢିବ। ମନ ଦୁର୍ବଳ ହେବ। ଶରୀର ସୁସ୍ଥ ରହିବ।ବନ୍ଧୁବର୍ଗରେ ମତାନ୍ତର ଘଟିବ।
କର୍କଟ: ଆଜି ଦ୍ରବ୍ୟ ଲାଭଯୋଗ ରହିଛି। ଭାତ୍ରୁ ସହଯୋଗ ପ୍ରାପ୍ତି ହେବ। ଋଣମୁକ୍ତ ହୋଇପାରନ୍ତି। ପରିଶ୍ରମ ବୃଥା ହେବ।କାର୍ଯ୍ୟ ସଫଳ ହେବ । ଆୟ ଓ ବ୍ୟୟ ସମାନ ହେବ।
ସିଂହ: ମାନସିକ ବ୍ୟାକୁଳତା ବଢିବ। ଆକସ୍ମିକ ଦୁର୍ଘଟଣା ଘଟିବ। ବାଧ୍ୟ ହୋଇ କାର୍ଯ୍ୟ କରିବେ।ଭୟ ବଢ଼ିବାକୁ ଲାଗିବ। ସାନ୍ତ୍ଵନା ପାଇପାରନ୍ତି।
କନ୍ୟା: ଆଜି ଆର୍ଥିକ ସହଯୋଗ ମିଳିପାରେ।ପରିସ୍ଥିତି ପ୍ରତିକୂଳ ହେବ।ତ୍ରୁଟି ସୁଧାରି ପାରିବେ। ଅଭାବ ମେଣ୍ଟାଇ ପାରିବେ।ବିରୋଧ ଉପୂଜିପାରେ। ଚାପରେ ପଡ଼ି କାର୍ଯ୍ୟ କରିବେ।
ତୁଳା: ସକାଳୁ ସକାଳୁ ବନ୍ଧୁ ଦର୍ଶନ କରିପାରନ୍ତି। ଅସ୍ଥିରତା ଅନୁଭବ କରିବେ। ବିରକ୍ତି ହୋଇପାରନ୍ତି।ମହିଳା ଓ ବିଦ୍ୟାର୍ଥୀ ମାନେ ଯତ୍ନଶୀଳ ହେବେ।
ବିଛା: ଆର୍ଥିକ ଅନଟନ ଦୂରୀଭୂତ ହେବ।ମାନସିକ ଯନ୍ତ୍ରଣା ଭୋଗି ପାରନ୍ତି।ଅର୍ଥ ଲାଭ ପାଇବେ।ହଠାତ୍ ବିପଦରେ ପଡିବେ। କଳହ ଆଦିରେ ପଡ଼ି ପାରନ୍ତି।
ଧନୁ: ବୃଥା ଅପମାନ ଭୋଗି ପାରନ୍ତି।ସୁଯୋଗ ର ଉପଯୋଗ  କରିବେ। ଅଜଣା ଲୋକଙ୍କ ଦ୍ଵାରା ଉପକୃତ ହୋଇପାରନ୍ତି।ଅନ୍ୟାୟର ପ୍ରତିରୋଧ କରିବେ। ନୂତନ କାର୍ଯ୍ୟ କରିବେ।
ମକର: ଆଜି ଉଦର ବ୍ୟଥା ଭୋଗିବେ। ଦୁର୍ଘଟଣା ଘଟିପାରେ।ବିଭିନ୍ନ ଦିଗରୁ ଲାଭ ବଢିବ। କ୍ଳାନ୍ତ ଓ ଅବସାଦ ବଢିବ। ବ୍ୟବସାୟରୁ ଲାଭ ପାଇବେ।
କୁମ୍ଭ: ଅଭାବ ଦୂରେଇଯିବ। ବନ୍ଧୁ ମେଳ ରେ ଅପ୍ରିୟ ହେବ।ଆଗ୍ରହ ବଢିବ। ବୃଥା ରେ କ୍ଷତି ସହିବେ। ଗୁରୁଜନ ମାନଙ୍କ ପାଇଁ ଚିନ୍ତା ବଢିବ।
ମୀନ : ଆର୍ଥିକ ଉନ୍ନତି ଘଟିବ। ସହଯୋଗ ମିଳିପାରେ। ଅର୍ଥ ଲାଭଯୋଗ ରହିଛି।ମନ ପ୍ରଫୁଲ୍ଲ ରହିବ।ପଥ ଭ୍ରଷ୍ଟ ହେବେ।ଶାରୀରିକ ଅସୁସ୍ଥତା ଦେଖା ଦେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking