27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଅର୍ଥଲାଭ ଯୋଗ ରହିଛି । ଜମିକ୍ରୟ କରିବେ । ବିଦେଶ ଯାତ୍ରାରେ ସୁଯୋଗ ମିଳିବ । ବନ୍ଧୁ ଦ୍ୱାରା ଉପକୃତ ହେବେ । ମହିଳା ଅଶାନ୍ତିରେ ରହିବେ ।
ବୃଷ : ନୂତନ ଗୃହ ନିର୍ମାଣ କରିବେ । କେତେକ ପଦାର୍ଥ ଚୋରୀ ହୋଇପାରେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳାମାନେ କର୍ମନିଯୁକ୍ତିି ପାଇବେ ।
ମିଥୁନ : ଆଜି ଭାତୃବିବାଦ ଲାଗିପାରେ । ଜମିବାଡ଼ିରେ ଗଣ୍ଡଗୋଳ ସୃଷ୍ଟି ହେବ । ଦେବଦର୍ଶନ କରିପାରନ୍ତି । ଶତ୍ରୁମାନେ ମିତ୍ରତା ଆଚରଣ କରିବେ ।
କର୍କଟ : କୌଣସି କାରଣ ନେଇ ଅଶାନ୍ତି ହେବ । ନୂତନ ପଦାର୍ଥ କ୍ରୟ କରି ଖୁସି ହେବେ । କ୍ଷେତ୍ର ପରିସର ବୃଦ୍ଧିପାଇଁ ଲାଗିପଡ଼ିବେ । ସନ୍ତାନ ପାଇଁ ଚିନ୍ତାରେ ରହିବେ ।
ସିଂହ : ଆଜି ଯାନବାହନରେ ବିପଦମାନ ରହିଛି । ସାବଧାନ ହେବା ଉଚିତ୍ । ଅଯଥାରେ ଧନ ବ୍ୟୟ ହେବ । ଦେହ ଅସୁସ୍ଥ ରହିବ । ବ୍ୟବସାୟରେ ଲାଭବାନ୍ ରହିବେ ।
କନ୍ୟା : ଚାକିରୀ କ୍ଷେତ୍ରରେ ଅସନ୍ତୋଷ ଦେଖାଯିବ । ନୂତନ ପନ୍ଥା ଅବଲମ୍ବନ କରିବେ । ଭାତୃ ଅଶାନ୍ତି ସୃଷ୍ଟି ହେବ । ଜମି କିଛି ବିକ୍ରୀ କରିପାରନ୍ତି ।
ତୁଳା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବା ଜଣାଯାଏ । ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଗଣ୍ଡଗୋଳ ଲାଗି ରହିବ । ଭୂ-ସମ୍ପତି ନେଇ ମାଲିମୋକଦ୍ଦମାରେ ଲାଗିପାରେ ।
ବିଛା : ପରିବାର କ୍ଷେତ୍ରରେ ଅଶାନ୍ତି ଦେଖାଯିବ । ଜମିକ୍ରୟ କରିପାରନ୍ତି । ଗୃହ ନିର୍ମାଣରେ ଲାଗିପଡ଼ିବେ । ନିତ୍ୟ ବ୍ୟବହାର ପଦାର୍ଥ କ୍ରୟ କରିବେ ।
ଧନୁ : ଆଜି ବ୍ୟବସାୟରେ ଅର୍ଥ ବିନିଯୋଗ କରିବେ । ଭାତୃବିବାଦ ଲାଗିପାରେ । ଅଧିକ ଖର୍ଚ୍ଚ ହେତୁ ବ୍ୟସ୍ତ ହୋଇପାରନ୍ତି । ମହିଳାମାନେ ଚିନ୍ତିତ ରହିବେ ।
ମକର : ଆପଣଙ୍କର ଦେହ ସୁସ୍ଥ ରହିବ । ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଲାଭବାନ୍ ହେବେ । ଚାକିରୀ କ୍ଷେତ୍ରରେ ବିପଦ ସୃଷ୍ଟି ହେବ ।
କୁମ୍ଭ : କର୍ମକ୍ଷେତ୍ରରେ ଲାଭବାନ୍ ହେବେ । ଦୂରଯାତ୍ରାରେ ସମ୍ଭାବନା ଅଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଯିବ । କୌଣସି ପଦାର୍ଥକୁ ହଜାଇଦେବେ ।
ମୀନ : ନୈତିକତା କାର୍ଯ୍ୟ ପ୍ରତି ସାବଧାନ ରୁହନ୍ତୁ । ନଚେତ ବିପଦରେ ପଡ଼ିପାରନ୍ତି । ପାରିବାରିକ ଅଶାନ୍ତି ଦେଖାଯିବ । ଶାରୀରିକ ଓ ମାନସିକ ଅବସ୍ଥା ଭଲ ରହିବ । ମହିଳାମାନେ ଉଚ୍ଚପ୍ରଶଂସିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking