38.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପନଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପନଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଦୂର ଯାତ୍ରା କରି ସଫଳ ହେବେ । ବାଧା ସତ୍ୱେ କାର୍ଯ୍ୟରେ ଅଗ୍ରଗତି ହେବେ । ପରକୁ ସାହାଯ୍ୟ କରିବେ । ଅପଦସ୍ତ ହେବେ । ଧନ ସଂଚୟ କରିପାରନ୍ତି ।
ବୃଷ : ବୃହସ୍ପତିଙ୍କ ପ୍ରଭାବରୁ ମନ ଦୁର୍ବଳ ହେବ । ଭାତୃ ବିବାଦ ଯୋଗୁଁ ଅଶାନ୍ତି ଉପୁଜିବ । ଶତ୍ରୁ କବଳରୁ ରକ୍ଷା ପାଇବେ । ସୁସ୍ୱାଦ ପାଇ ଖୁସିହେବେ । ପରିବାରରେ ଅଶାନ୍ତି ଲାଗି ରହିବ ।
ମିଥୁନ : ଆଜି ସକାଳୁ ସକାଳୁ ବନ୍ଧୁ ସହଯୋଗରେ ଖୁସି ହେବେ । ପୈତୃକ ସମ୍ପତି ଭାଗ ବଂଟନ ହେବ । ଆମୋଦ ପ୍ରମୋଦରେ ଦିନ କଟିବ । ସାମାନ୍ୟ ଅସୁସ୍ଥତା ଭୋଗି ପାରନ୍ତି ।
କର୍କଟ : ପରର ଉଦ୍ଧାର ସୁଜିବାକୁ ଚେଷ୍ଟା କରିବେ । ଅନ୍ୟମନସ୍କତା ହେତୁ କ୍ଷତି ସହିବେ । କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ । ଅର୍ଥଲାଭର ଅଶା ଅଛି । ବିଶୃଙ୍ଖଳା ଦୂରେଇଯିବ ।
ସିଂହ : ନୂତନ କର୍ମରେ ମନଦେବେ । ନିଜର ଭାବି କାର୍ଯ୍ୟ କରିବେ । ପ୍ରିୟଜନଙ୍କ ସାହାଯ୍ୟ ପାଇବେ । ପଡ଼ୋଶୀଙ୍କ ସହ ମନୋମାଲିନ୍ୟ ଘଟିବ ।
କନ୍ୟା : ଆଜି ନୂତନ ସ୍ଥାନ ଭ୍ରମଣ କରିପାରନ୍ତି । କ୍ଳାନ୍ତି ଅନୁଭବ କରିବେ । କାର୍ଯ୍ୟ ପରିବର୍ତନ ଘଟିବ । ବ୍ୟୟ ବୃଦ୍ଧି ହେତୁ ଚିନ୍ତିତ ହେବେ । ମନ ଦୁର୍ବଳ ରହିବ ।
ତୁଳା : ମାନସିକ ଉଦବେଗ ହେବ । ସହଯୋଗ ମିଳିବ ନାହିଁ । ବହୂ ଭ୍ରମଣ କରିବେ । ଧନ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳ ହେବେ । ଦୂରଯାତ୍ରା କରିପାରନ୍ତି ।
ବିଛା : ଆଜି ବ୍ୟବସାୟ ଭଲରେ ଚାଲିବ । ଦେହ ସୁସ୍ଥ ରହିବ । ଅଭାବ ହେତୁ କଷ୍ଟ ଭୋଗିବେ । ମନ୍ଦ କାର୍ଯ୍ୟରୁ କ୍ଷତି ସହିବେ । ବ୍ୟସ୍ତତା ବଢ଼ିବ । କାର୍ଯ୍ୟ ହାନି ଘଟିବ ।
ଧନୁ : ଆଜି ସକାଳୁ ସକାଳୁ ମିତ୍ର ଲାଭ ଯୋଗ ଅଛି । ଦୂରଯାତ୍ରା କରିପାରନ୍ତି । ଲକ୍ଷ ପୂରଣ ହେବ । ଲୋକ ସମ୍ପର୍କ ବଢ଼ିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।
ମକର : ଅଧିକାରୀ ହୋଇପାରନ୍ତି । ମନ ଅସ୍ଥିର ରହିବ । ବ୍ୟାକୁଳତା ବଢ଼ିପାରେ । କାର୍ଯ୍ୟରେ ବାଧା ଉପୁଜିବ । ଦୂର ସମ୍ପର୍କ ଉପକୃତ ହେବେ । ଦେବଦର୍ଶନରେ ଆନନ୍ଦ ପାଇବେ ।
କୁମ୍ଭ : ପରିସ୍ଥିତି ଆୟତରେ ରହିବ । ନିଜ କାର୍ଯ୍ୟରେ ଲାଗି ରହିବେ । ଅଭାବରେ ପଡ଼ିପାରନ୍ତି । ମଧ୍ୟମ ଫଳ ପ୍ରାପ୍ତି ହୋଇପାରେ ।
ମୀନ : ଆଜି ଆୟ ବୃଦ୍ଧି ଘଟିବ । ଅନିଶ୍ଚତା ଅନୁଭବ କରିବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି । ଯାତ୍ରାଦିରେ ଲାଭବାନ ହେବେ । ସମୟ ଅନୁକୂଳ ରହିବ । ଜଞ୍ଜାଳ ଦୂରେଇଯିବ । ପ୍ରଗତିଶୀଳ ହେବେ । ଅଭାବ ଅନଟନ ଦୂରେଇଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking