32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଗୃହଉପକରଣ ସଂଗ୍ରହ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ମହିଳାମାନେ ଗୃହ କାର୍ଯ୍ୟରେ ଲାଗି ରହିବେ ।
ବୃଷ : ଆଜି ଶନିଙ୍କ ପ୍ରଭାବରୁ ଅଜଣା ଶତ୍ରୁତା ସୃଷ୍ଟି ହେବ । ଷଡ଼ଯନ୍ତ୍ରରୁ ଉଦ୍ଧୁରି ଯିବେ । ସଙ୍କଟରେ ମଧ୍ୟ କ୍ଷତିରେ ପଡ଼ିପାରନ୍ତି । ନିଜ କାର୍ଯ୍ୟ ସମୀକ୍ଷା କରିବେ ।
ମିଥୁନ : ନୂତନ ଆୟ ପନ୍ଥା ଖୋଲିବେ । ଆର୍ଥିକ ସମସ୍ୟା ଲାଗି ରହିବ । ମାନସିକ ବ୍ୟସ୍ତତା ବଢ଼ିବ । ଗୃହରେ ଶାନ୍ତି ମିଳିବ । ବ୍ୟବସାୟରେ କ୍ଷତିଗ୍ରସ୍ତ ହେବେ ।
କର୍କଟ : ଆଜି କାର୍ଯ୍ୟ ଭାର ଅଧିକ ହେବ । ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ସିଂହ : ଆଜି ଗୃହରେ ରୁଚିକର ଖାଦ୍ୟ ମିଳିବ । ପରିସ୍ଥିତି ଲାଭପ୍ରଦ ହେବ । କର୍ମ ନିଯୁକ୍ତି ପାଇପାରନ୍ତି । ବନ୍ଧୁ ସହଯୋଗ ପାଇବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।
କନ୍ୟା : ଆଜି କାର୍ଯ୍ୟରେ ସଫଳତା ମିଳିବ । ମାନସିକ ଶାନ୍ତି ମିଳିବ । ସୁପରାମର୍ଶ ନେଇ କାର୍ଯ୍ୟ କରିବେ । ଚାକିରୀରେ ପଦୋନ୍ନତି ମିଳିପାରେ । ଧର୍ମପରାୟଣ ପ୍ରତି ଆଗ୍ରହ ବଢ଼ିବ ।
ତୁଳା : ମାନସିକ ସୁଧାର ଆସିବ । କାର୍ଯ୍ୟରେ ସଫଳ ହେବେ । ଶିକ୍ଷାପ୍ରତି ମନବଳାଇବେ । ଲୋକ ସମ୍ପର୍କ ବଢ଼ିପାରେ । ପ୍ରେମରେ ସଫଳତା ଲାଭ କରିବେ ।
ବିଛା : ଆଜି ନୂତନ ବନ୍ଧୁ ସୃଷ୍ଟି ହେବ । ନୀରବ ଦ୍ରଷ୍ଟା ସାଜିବେ । ମାନସିକ ଶାନ୍ତି ପାଇବେ । କାର୍ଯ୍ୟରେ ସଫଳତା ପାଇବେ । ମହିଳାମାନେ ଦୂରଜାଗାକୁ ଯାଇପାରନ୍ତି ।
ଧନୁ : ଉଦ୍‌ବେଗ ଦୂରେଇଯିବ । ବ୍ୟବସାୟରେ ଲାଭମିଳିବ । କାର୍ଯ୍ୟ ବ୍ୟସ୍ତରେ ରହିବେ । ଶାରୀରିକ ଅସୁସ୍ଥ ଅନୁଭବ କରିବେ । ମହିଳାମାନେ ଦୂରଯାଗାକୁ ଯାଇପାରନ୍ତି ।
ମକର : କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ୍ ହେବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ଅନିଶ୍ଚିତତା ଅନୁଭବ କରିବେ । ମହିଳା ଓ ବିଦ୍ୟାର୍ଥୀମାନେ ଶୁଭ ଫଳ ପାଇବେ ।
କୁମ୍ଭ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚୋର ଭୟ ରହିଛି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ମହିଳାମାନେ ଅସୁସ୍ଥତା ଅନୁଭବ କରିବେ ।
ମୀନ : ଧର୍ମ ପ୍ରତି ଆଗ୍ରହ ବଢ଼ିବ । ଚାକିରୀରେ ପଦୋନ୍ନତିର ସମ୍ଭାବନା ଅଛି । ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା ଲାଭବାନ୍ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking