34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଦ୍ରବ୍ୟାପ୍ତି ପ୍ରାପ୍ତି ଘଟିପାରେ । ପଥଭ୍ରଷ୍ଟ ହୋଇପାରେ । ପଶୁଲାଭ ଘଟିପାରେ । ବନ୍ଧୁ ସାହାଯ୍ୟ ମିଳିପାରେ । ମନ ଦୁଖରେ ରହିପାରନ୍ତି ।
ବୃଷ : ସମ୍ମାନୀତ ହୋଇପାରନ୍ତି । ଦ୍ୱନ୍ଦ ଲାଗି ରହିବ । ଦେହ ଭଲ ରହିବ । ପରୀଶ୍ରମୀ ହେବେ । ମହିଳାମାନେ ଗୃହ କାର୍ଯ୍ୟରେ ମନଦେବେ । ଆକସ୍ମିକ ଧନଲାଭ ହେବ ।
ମିଥୁନ : ବ୍ୟବସାୟ ଭଲରେ ଚାଲିବ । ପଥଭ୍ରଷ୍ଟ ହୋଇପାରନ୍ତି । ଖାଦ୍ୟପେୟରେ ତୃପ୍ତିଲାଭ କରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ମନଦୁଃଖରେ ରହିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଶାନ୍ତି ମିଳିବ ।
କର୍କଟ : ଆବଶ୍ୟକ ସହାୟକ ପାଇପାରନ୍ତି । କୃତିତ୍ୱ ହେତୁ ସମ୍ମାନୀତ ହେବେ । ବନ୍ଧୁ ବର୍ଗରେ ମତାନ୍ତର ଘଟିବ । ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛି । ଅର୍ଥ ଆସିପାରେ ।
ସିଂହ : ଉଦ୍ୟମରେ ପ୍ରଗତୀ ଘଟିବ । ଅର୍ଥ ସଂଗ୍ରହ କରିବେ । ଗୃହରେ ମତଭେଦ ଉପୁଜିବ । ନୂତନ କର୍ମରେ ମନଦେବେ । ପରୀକ୍ଷାେରେ କୃତକାର୍ଯ୍ୟ ହେବେ । ମୂଲ୍ୟବାନ୍ ଦ୍ରବ୍ୟ କିଣିପାରନ୍ତି ।
କନ୍ୟା : ମନରେ ପ୍ରଫୁଲ୍ଲତା ଆସିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ ।
ତୁଳା : ସରକାରୀ ସ୍ତରରୁ ସମ୍ମାନୀତ ହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ । ଅବାଂଚିତ ଘଟଣା ଘଟିପାରେ ।
ବିଛା : ଆଜି ଅଧିକ ପରିଶ୍ରମ କରିପାରନ୍ତି । ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ । ମନରେ ପ୍ରସନ୍ନତା ଭାବ ଆସିପାରେ । ସୁସ୍ଥ ଓ ନିରାମୟ ସମୟ ଅତିବାହିତ କରିବେ ।
ଧନୁ : ଭାଗ୍ୟଶାଳୀ ହେବାର ସୂଚନା ମିଳିଛି । ଭୋଗବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧି ଲାଭ କରିପାରନ୍ତି ।
ମକର : ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ । ମାତୃ ସୁଖ ମିଳିବ । କଷ୍ଟକର ବ୍ୟାପର ହେବ । ବ୍ୟବସାୟରେ ଲାଭଜନକ ହେବ ।
କୁମ୍ଭ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି ।
ମୀନ : ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି । ଭାଇମାନଙ୍କ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଉଚ୍ଚକର୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking