37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ନଷ୍ଟ ହୋଇଯାଇଥିବା ଜିନିଷ ପାଇବାର ଆଶା ଅଛି । କୌଣସି କାର୍ଯ୍ୟରେ ମନ ଦେବେ । ଆର୍ଥିକ ଅବସ୍ଥା ସୁଧୁରୀ ଯାଇପାରେ ।
ବୃଷ: ଆଜି ବନ୍ଧୁ ସହିତ ମନମାଳିନ୍ୟ ଘଟିପାରେ । ଅସହଯୋଗ ପାଇଁ ମନଦୁଃଖ ହେବ । ନୂତନ ବନ୍ଧୁ ଦର୍ଶନ ମିଳିପାରେ । ଆୟ ଉତମ ହେବ । ଭାତୃ ବିବାଦରେ ପଡ଼ିପାରନ୍ତି ।
ମିଥୁନ : ଆଜି ଆନନ୍ଦ ଉତ୍ସବ ବଢ଼ିବ । ବ୍ୟବସାୟରେ ପଛେଇବେ । ମାନସିକ ଉଦ୍‌ବେଗ ବଢ଼ିବ । ଧର୍ମକାର୍ଯ୍ୟରେ ମନଦେବେ । ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ । ଦିନ ସାରା ବ୍ୟସ୍ତ ରହିବେ ।
କର୍କଟ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । କାର୍ଯ୍ୟ ସଫଳ ହେବ । ବନ୍ଧୁ ସହ ନୂତନ ସମ୍ପର୍କ ବୃଦ୍ଧିପାଇପାରେ । ଆୟ ବୃଦ୍ଧି ପାଇଁ ଯୋଜନା କରିବେ। ଭାତୃ ବିବାଦରେ ପଡ଼ିପାରନ୍ତି ।
ସିଂହ : ବ୍ୟବସାୟରୁ ଲାଭ ବଢ଼ିବ । ଅଭାବ ଦୂରେଇ ଯିବ । ବନ୍ଧୁ ମେଳରେ ଅପ୍ରିୟ ହେବେ । ମୋହରେ ପଡ଼ି ଅପଦସ୍ତ ହୋଇପାରନ୍ତି । ବୃଥାରେ କ୍ଷତି ସହିବେ । ହଠାତ୍ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି ।
କନ୍ୟା : ପେଟ ବ୍ୟଥା ଭୋଗିପାରନ୍ତି । ମନ ଅସ୍ଥିର ରହିବ । କ୍ଳାନ୍ତ ଓ ଅବସନ୍ନ ରହିବେ । ହଠାତ୍ ଗୃହରେ ଝାମେଲା ଦେଖାଯିବ । ମା’ଙ୍କ ମନରେ ଆଘାତ ଦେଇପାରନ୍ତି ।
ତୁଳା : ଯେକୌଣସି କାର୍ଯ୍ୟରେ ଆଶାବାଦୀ ହେବେ । ବନ୍ଧୁ ସହଯୋଗ ମିଳିବ । ଦିନ ସାରା ବ୍ୟସ୍ତ ରହିବେ । ଶରୀରରେ ଆଘାତ ଲାଗିପାରେ । କାର୍ଯ୍ୟରେ ଉଦ୍‌ବେଗ ବଢ଼ିବ ।
ବିଛା : ସକାଳୁ ସକାଳୁ ସୁ-ସମ୍ବାଦ ପାଇବେ । ସତର୍କତା ଅବଲମ୍ନ କରନ୍ତୁ । ମାନସିକ ଶାନ୍ତି ହରାଇବେ । ପ୍ରିୟ ବ୍ୟକ୍ତଙ୍କ ସହ ମତାନ୍ତର ଦେଖାଦେବ । ଯାତ୍ରାରେ ବିଘ୍ନ ଘଟିପାରେ ।
ଧନୁ : ଆଜି ଧନ ହେତୁ ସୁଖ ମିଳିବ । କୌଣସି କାର୍ଯ୍ୟରେ ବିରକ୍ତି ପ୍ରକାଶ କରିବେ । ଗୃହ କାର୍ଯ୍ୟରେ ମନ ଦେବେ । ଅତିଥି ସତ୍କାର କରିପାରନ୍ତି । କାର୍ଯ୍ୟ କରି ସନ୍ତୋଷ ହେବେ ।
ମକର : ଆଜି ପୈତୃକ ସମ୍ପତିକୁ ନେଇ ଆଶାନ୍ତି ଉପୁଜିବ । କାର୍ଯ୍ୟକରି ସନ୍ତୋଷ ହେବେ । ଆତ୍ମୟମାନଙ୍କୁ ସମର୍ଥନ କରିପାରନ୍ତି । ଆଜି କ’ଣ କରିବେ କିଛି ସ୍ଥିର କରିପାରିବେ ନାହିଁ ।
କୁମ୍ଭ : ମନରେ ଆନନ୍ଦ ପାଇବେ । ଅର୍ଥ ଭାବନାରୁ ଶାନ୍ତି ପାଇବେ । ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି । ବନ୍ଧୁ ସହଯୋଗ ମିଳିନପାରେ । କର୍ମରେ ଆନନ୍ଦ ପାଇବେ । ଚୋରୀ ଦ୍ରବ୍ୟ ଫେରି ପାଇବେ ।
ମୀନ : ଆଜି ସତସଙ୍ଗରେ ଯୋଗଦେଇ ଖୁସି ହେବେ । ଆଲୋଚନାରୁ ଉପକାର ମିଳିବ । ଉତ୍ସାବାଦିରେ ଯୋଗ ଦେବେ । କାର୍ଯ୍ୟକ୍ଷେତ୍ରରୁ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛି । ଦେହ ଭଲ ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking