37.2 C
Bhubaneswar
Friday, April 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଉନ୍ନତି ପାଇଁ ଚିନ୍ତା କରିବେ । ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଲାଭ କରିବେ । ଆର୍ଥିକ ଲାଭ କରିପାରନ୍ତି । ଆୟ ଉତମ ହେବ । ଭାତୃ ବିବାଦ ଲାଗି ରହିବ ।
ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦର ଉତ୍ସବ ବଢ଼ିବ । ଭୋଜନାଦିରୁ ତୃପ୍ତି ମିଳିବ । ଦ୍ରବ୍ୟ ନଷ୍ଟ ହୋଇପାରେ । ଅର୍ଥଲାଭ ହେବ । ଦେହ ଭଲ ରହିବ । ଯଶ ବୃଦ୍ଧି ହେବ ।
ମିଥୁନ : ଆଜି ବ୍ୟବସାୟରେ ପଛେଇବେ । ନିଷ୍ଠାର ସହ କାର୍ଯ୍ୟ କରିବେ । ପରିବାର ପାଇଁ ଆଶାବାଦୀ ହେବେ । ଅର୍ଥଭାବ ଅନୁଭବ କରିବେ । ବ୍ୟସ୍ତତା ବଢ଼ିବାକୁ ଲାଗିବ ।
କର୍କଟ : ଯୋଜନାରେ ମନ ବଳିବ । ସୁଯୋଗ ହସ୍ତଗତ ହେବ । ଉଦ୍ୟମ ବୃଥା ହେବ । ଅଶାନ୍ତି ହେବେ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଆଶଙ୍କା ଦୂରେଇଯିବ ।
ସିଂହ : ପରିବେଶରେ ଉନ୍ନତି ଘଟିବ । ପରିହାସରୁ ଦ୍ୱନ୍ଦ ଉପୁଜିବ । ପ୍ରିିୟ ଲୋକଙ୍କ ସହ ବିଚ୍ଛେଦ ଘଟିପାରେ । କାର୍ଯ୍ୟରେ ପ୍ରମାଦ ଘଟିବ । ସତର୍କତା ଆବଶ୍ୟକ କରିବେ । ଅର୍ଥ ବିନିଯୋଗ କରିବେ ।
କନ୍ୟା : ହଠାତ୍ ଆଜି ଅମାଚିତ୍ ସାହାଯ୍ୟ ମିଳିପାରେ । ଅଭାବ ଦୂରେଇଯିବ । ବ୍ୟୟରେ ପଡ଼ିପାରନ୍ତି । ଦୁର୍ଘଟଣା ଘଟିପାରେ । ଅଭାବ ମେଂଟାଇ ପରିବେ । ପରିସ୍ଥିତି ଅସହ୍ୟ ହେବ ।
ତୁଳା : ଆଜି ଅର୍ଥିଲାଭ ଘଟିପାରେ । ମନବଳ ଦୃଢ଼ କରିବେ । ଅନ୍ୟର ନିୟନ୍ତ୍ରଣରେ ରହି ବାଧ୍ୟ ହୋଇ ଅକାର୍ଯ୍ୟ କରିବେ । ଭୟ ବଢ଼ିବାକୁ ଲାଗିବ । କୌଣସି କାର୍ଯ୍ୟରେ ତୃଟି କରିବେ ।
ବିଛା : ଧନ ହେତୁ ସୁଖ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବେ । ପରିବେଶ ଲାଭ ଜନକ ହେବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଉଚ୍ଚ ମହଲରେ ପରିଚିତ ହେବେ ।
ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ । ବିଳାସ ଦ୍ରବ୍ୟ ପାଇ ପାରନ୍ତି । ପରିବାରରୁ କଷ୍ଟ ମିଳିବ । କର୍ମଧାରାରେ ଉନ୍ନତି ହେବେ । ଅନୁଭୂତି ଓ ଦକ୍ଷତା ବଢ଼ିବ । ଆୟକ୍ରମେ କମିବ ।
ମକର : ଆମୋଦ ପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ । ଶାରୀରିକ ବ୍ୟଥା ଭୋଗିବେ । ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ । ଅର୍ଥାଭାବ ଅନୁଭବ କରିବେ । ମନରେ କଳ୍ପନା ସଫଳ ହେବ ।
କୁମ୍ଭ : ଆଜି କାର୍ଯ୍ୟକ୍ଷେତ୍ରରେ ପରିବର୍ତନ ଘଟିବ । ଶତ୍ରୁମାନଙ୍କ ଦ୍ୱାରା କଷ୍ଟ ଭୋଗିବେ । ଅଚାନକ ଲାଭ ଯୋଗ ଅଛି । ଶତ୍ରୁଭୟ ବଢ଼ିବ । କର୍ମ ଚଂଚଳ ହେବେ ।
ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ । ସ୍ତ୍ରୀ ସହ ଦୂର ଯାତ୍ରା କରିବାର ଯୋଗ ଅଛି । ନୂତନ ଅଭିଜ୍ଞା ଲାଭ କରିବେ । ଚିନ୍ତାରୁ ମୁକ୍ତି ପାଇବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking