26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କର୍ମକ୍ଷେତ୍ରରେ ତ୍ୱରାନ୍ୱିତ କରିବେ । ବ୍ୟବସାୟରେ ଉନ୍ନତି ଘଟିବ । ଗୁରୁକୃପା ଲାଭ କରିବେ ।
ବୃଷ : କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସମ୍ମାନୀତ ହେବାର ସୂଚନା ମିଳୁଛି । ଧନକ୍ଷୟ ହୋଇପାରେ । ସତପଥଗାମୀ ହେବେ । କୃଷି କାର୍ଯ୍ୟରେ ଧ୍ୟାନ ଦେବେ । ଜନ ସମ୍ପର୍କ ମିଳିବ ।
ମିଥୁନ : ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି ।
କର୍କଟ : ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । କର୍ତବ୍ୟନିଷ୍ଠ ହେବେ । ରୁଚିକିର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ୍ ହୋଇପାରିବେ । ସର୍ବସୁଖ ମିଳିପାରେ ।
ସିଂହ : ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ । ଶୁଭ ଖବର ମିଳିପାରେ । ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ୍ ଅର୍ଥ ମିଳିପାରେ ।
କନ୍ୟା : ଭୂଲ କାର୍ଯ୍ୟ ନକରି ଅଯଥା ହନ୍ତସନ୍ତ ହୋଇପାରନ୍ତି । କୃଷି କାର୍ଯ୍ୟରେ ମନ ଦେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବଶେ ପ୍ରଦ୍ୟୁଷଣ ମୁକ୍ତ ରହିବ । ଅର୍ଥ ମିଳିବ ।
ତୁଳା : କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବିବାଦୀୟ ଘଟଣାରରେ ବିଜୟୀ ହେବେ ।
ବିଛା : ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟର ପରିବର୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଚିନ୍ତିତ ହୋଇପାରନ୍ତି ।
ଧନୁ : ପୂର୍ବରୁ ଚାଲୁ ରହିଥିବା ଯୋଜନାରେ ପରିବର୍ତନ ଘଟାଇ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ମିଷ୍ଠାନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇପାରନ୍ତି ।
ମକର : କାର୍ଯ୍ୟ ସଫଳ ହେବ । ଜଞ୍ଜାଳ ଦୂରୀଭୂତ ହେବେ । ପଡ଼ୋଶୀଙ୍କ ପାଇଁ ବିବ୍ରତ ହେବେ । ପ୍ରତିକ୍ଷାରେ ଦିନ କାଟିବେ । ଆର୍ଥିକ ସମସ୍ୟା ଉପୁଜିବ । ଶୁଭ ବାର୍ତା ପାଇବେ । ଗଣ୍ଡଗୋଳରେ ଭାଗି ହେବେ । ଶୃଙ୍ଖଳା ବଜାୟ ରଖିବେ ।
କୁମ୍ଭ : ଆୟ କ୍ରମେ ବଢ଼ିବ । ଦେହ ସୁସ୍ଥ ରହିବ । ବିଶୃଙ୍ଖଳାରୁ ମୁକ୍ତି ପାଇବେ । ଦେହ ଭଲ ରହିବ । ମାନସିକ ଆଘାତ ପାଇବେ । ଯାତ୍ରାଦିରେ ସଫଳ ହେବେ । ପାରିବାରିକ ସମସ୍ୟା ବଢ଼ିବ । କାର୍ଯ୍ୟ ଆଂଶିକ ସଫଳ ହେବ ।
ମୀନ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । ଶତ୍ରୁ ଦ୍ୱାରା ଅପଦସ୍ତ ହେବେ । ଅପେକ୍ଷା ଫଳବତୀ ହେବ । ବିପଦ ଏଡ଼ା ପାରିବେ । ମର୍ଯ୍ୟାଦା ବଜାୟୀ ରଖିବେ । ଲାଭ ଆଶାରେ ଉତ୍ସାହିତ ହେବେ । ବାଦବିବାଦ ଲାଗି ରହିବ । ଆୟ କମିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking