30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ଲାଗିପାରେ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତନ ହୋଇପାରେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳାମାନେ ଖୁସି ହେବେ ।
ବୃଷ : ଆଜି ଆପଣଙ୍କ ପାଇଁ ଶୁଭପ୍ରଦ ହେବ । କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ କରିବେ । ପରିବାରରେ ଶାନ୍ତି ରହିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି ।
ମିଥୁନ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ । ସ୍ୱାସ୍ଥ୍ୟପ୍ରତି ବିପଦ ଦେଖାଦେବ । ଶନିଗ୍ରହକୁ ପୂଜା କଲେ ବିପଦରୁ ରକ୍ଷାପାଇବେ । ଦେବଦର୍ଶନ ମିଳିବ । କର୍ମତତ୍ପରତା ହେବେ ।
କର୍କଟ : ନୂତନ ବନ୍ଧୁ ଦର୍ଶନରେ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ବ୍ୟବସାୟରେ ଉନ୍ନତି ଦେଖାଦେବ। ପିତୃମାତୃଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଅଛି ।
ସିଂହ : କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସୁଯୋଗ ରହିଛି । ବ୍ୟବସାୟରେ ଲାଭବାନ୍ ହେବେ । ବହୁ କ୍ଷତି ହୋଇପାରେ । ଧର୍ମକାର୍ଯ୍ୟରେ ଯୋଗ ଦେବେ । ଅର୍ଥ ମିଳିପାରେ ।
କନ୍ୟା : ନୂଆ ନୂଆ କାର୍ଯ୍ୟ ପନ୍ଥା ପ୍ରତି ମନଯୋଗ ଦେବେ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭାବନ୍ ହେବେ । ବନ୍ଧୁ ସହିତ ଯୋଗାଯୋଗ କରିବେ ।
ତୁଳା : କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଦ୍ଧାଚରଣ କରିବେ । ପରିବାରବର୍ଗ ଶାନ୍ତିରେ ଜୀବନଯାପନ କରିବେ ।
ବିଛା : ପରିବାରରେ କଳହ ସୃଷ୍ଟି ହୋଇପାରେ । ଶରୀର ସୁସ୍ଥ ରହିବ । ବ୍ୟବସାୟରେ ସମାନ୍ୟ ଅବନତି ଘଟିବ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହ ମତାନ୍ତର ଘଟିପାରେ ।
ଧନୁ : ଆପଣ ଶତ୍ରୁମାନଙ୍କ ବିରୁଦ୍ଧରେ ମକଦ୍ଦୋମାର ଆଶ୍ରୟ ନେବେ । ବିପଦର ସମ୍ମୁଖିନ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । ଚାକିରୀ କ୍ଷେତ୍ରରେ ଆର୍ଥିକ ବୃଦ୍ଧି ଦେଖାଦେବ । ମହିଳାମାନେ ସତର୍କତା ସହିତ କାର୍ଯ୍ୟ କରିବେ ।
ମକର : କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ କରିବେ । ବ୍ୟବସାୟ ଯଥା ତଥା ଚଳନୀୟ ହେବ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳାମାନେ ପତିପରାୟଣ ହେବେ ।
କୁମ୍ଭ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ପରିବାରରେ ଭାତୃ ବିବାଦ ଲାଗି ରହିବ । ପିତୃଙ୍କ ଆର୍ଶିବାଦ ହେତୁ ସବୁ କ୍ଷେତ୍ରରେ ରକ୍ଷା ପାଇଯିବେ। ବ୍ୟବସାୟରେ ଲାଭାବନ୍ ହେବେ । ମହିଳାମାନେ ଚିନ୍ତିତ ରହିବେ ।
ମୀନ : ବ୍ୟବସାୟରେ ନିଜ ଲୋକମାନେ ହଇରାଣ କରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ଅଛି । ମହିଳାମାନେ ଆନନ୍ଦିତ ହେବେ । ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking