40.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବ୍ୟବସାୟ ଓ ଦୈନଦିନ ରୋଜଗାରର ସ୍ଥିତି ସୁଦୃଢ଼ ରହିବ । ବିଗିଡି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପାରିବାରିକ ସୁଖ ବୃଦ୍ଧି ହେବ ।
ବୃଷ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ । କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଆର୍ଥିକ ସମସ୍ୟା ଯୋଗୁଁ ଚିନ୍ତା ବଢ଼ିଯିବ । ଶାରୀରିକ ଅସୁସ୍ଥତା ଦେଖାଦେବ । ମହିଳାମାନେ ମାନସମ୍ମାନ ପାଇବେ ।
ମିଥୁନ : ଆଜି ବ୍ୟବସାୟରେ ଉନ୍ନତି ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁ ବୃଦ୍ଧି ଘଟିବ । କୌଣସି ବିଶେଷ ସଫଳତା ମିଳିପାରେ ।
କର୍କଟ : ଦୈନଦିନ ରୋଜଗାର ବୃଦ୍ଧି ହେବ । ଅର୍ଥ ଲାଭର ସୁଯୋଗ ଆସିବ । ବାକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ନୂତନ ଗୃହ କ୍ରୟର ସୁଯୋଗ ଆସିବ । ପାରିବାରିକ ଚିନ୍ତା ଦୂର ହେବ ।
ସିଂହ : ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଅର୍ଥ ଲାଭର ସୁଯୋଗ ଆସିବ । ବ୍ୟବସାୟରେ ଲାଭବାନ୍ ହେବେ । ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ । ଆକସ୍ମିକ ଧନଲାଭ ହେବ ।
କନ୍ୟା : ବ୍ୟବସାୟରେ ଲାଭବାନ୍ ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ସହଯୋଗ ପାଇବେ । ନୂତନ ବାହନ କ୍ରୟର ସୁଯୋଗ ଆସିବ । ପାରିବାରିକ ସୁଖ ବୃଦ୍ଧି ପାଇବ । ମହିଳାମାନେ ଧର୍ମକାର୍ଯ୍ୟରେ ଲାଗି ରହିବେ ।
ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ପରିଶ୍ରମ ଦ୍ୱାରା ଲାଭବାନ୍ ହେବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ । ବନ୍ଧୁ ସହଯୋଗରେ ସଫଳତା ଲାଭ କରିବେ । ଆୟ ବୃଦ୍ଧି ହେବ ।
ବିଛା : ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବୁଦ୍ଧି କୌଶଳ ଦ୍ୱାରା କାର୍ଯ୍ୟ କଲେ ବ୍ୟବସାୟରେ ଲାଭବାନ୍ ହେବେ । ଗୃହକ୍ରୟର ସୁଯୋଗ ଆସିପାରେ । ମାନସିକ ଅଶାନ୍ତି ଦୂର ହେବ ।
ଧନୁ : କର୍ମକ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀଙ୍କ ସହ ମନାନ୍ତର ଯୋଗୁ ହଇରାଣ ହୋଇପାରନ୍ତି । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ସଫଳତା ଲାଭ କରିପାରନ୍ତି ।
ମକର : ଆଜି ସକାଳୁ ସକାଳୁ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ବ୍ୟବସାୟରେ କମ ଲାଭ ହେବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁ ସହଯୋଗ ପାଇପାରନ୍ତି । ମାନସିକ ଶାନ୍ତି ବୃଦ୍ଧି ପାଇବ ।
କୁମ୍ଭ : ବ୍ୟବସାୟରେ ସଫଳତା ଲାଭ କରିବେ । ଅଧିକାଂଶ କାର୍ଯ୍ୟରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଗୃହ, ଭୂମି କ୍ରୟର ସୁଯୋଗ ଆସିବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ ।
ମୀନ : ଦୈନଦିନ ରୋଜଗାର ବୃଦ୍ଧି ପାଇବ । ଅବରୋଧ ହୋଇଥିବା କାର୍ଯ୍ୟରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ୍ ହେବେ । ଆର୍ଥିକ ସ୍ଥିତିରେ ଅସନ୍ତୁଳନ ଦେଖାଦେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking