29.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଉଲ୍ଲେଖନୀୟ ଘଟଣା ଘଟିପାରେ । କର୍ମକ୍ଷେତ୍ର ଓ ବ୍ୟବସାୟ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ଅଯଥା ଆର୍ଥିକ କ୍ଷତି ଦେଖାଦେବ ।
ବୃଷ : ଆଜି ଆର୍ଥିକ ଅଭାବ ନିଶ୍ଚିନ୍ତ ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି ।
ମିଥୁନ : ଆର୍ଥିକ କ୍ଷେତ୍ରରେ ହଠାତ୍ ଅଭାବ ଦେଖାଦେବ । ଶତ୍ରୁମାନେ ଲଜ୍ଜିତ ହେବେ । ମାତା ପିତାଙ୍କ ଶରୀର ÷ଅସୁସ୍ଥତତାକୁ ନେଇ ଖୁବ୍ ବ୍ୟଥିତ କରିପାରେ । ଦୂର ଯାଗାକୁ ଯାଇପାରନ୍ତି ।
କର୍କଟ : ଚନ୍ଦ୍ରଭୋଗ ହେଉଥିବାରୁ ଉତମ ଭୋଜନର ଅପ୍ୟାୟିତ ହେବେ । ସରକାରୀ କିମ୍ବା ବନ୍ଧୁ ସହଯୋଗ ପାଇ ଲାଭବାନ ହେବେ । ମୋକଦ୍ଦମାରେ ବିଜୟୀ ହେବେ ।
ସିଂହ : କର୍ମକ୍ଷେତ୍ରରେ ଦ୍ୱନ୍ଦ ଉପୁଜି ପାରେ । ବ୍ୟବସାୟରେ ସଫଳତା ପାଇବେ । ଚଂଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ ।
କନ୍ୟା : ମନରେ ପ୍ରଫୁଲ୍ଲତା ଆସିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ମନରେ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ ।
ତୁଳା : ସରକାରୀ ସ୍ତରରୁ ସମ୍ମାନୀତ ହେବାର ସୂଚନା ମିଳୁଛି । ବ୍ୟବସାୟରେ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ । ଅବାଂଚିତ ଘଟଣା ଘଟିପାରେ ।
ବିଛା : ଅତ୍ୟଧିକ ପରିଶ୍ରମ କରିପାରନ୍ତି । ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ । ମନରେ ପ୍ରସନ୍ନତା ଭାବ ଆସିପାରେ । ସୁସ୍ଥ ଓ ନିରାମୟ ରହିବେ ।
ଧନୁ : ଭାଗ୍ୟଶାଳୀ ହେବାର ସୂଚନା ମିଳୁଛି । ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧି ଲାଭକରି ଜୀବନ ଯାପନ କରିବେ ।
ମକର : ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ । ସୁଖ ମିଳିବ । କଷ୍ଟକର ବ୍ୟାପର ହେବ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ ।
କୁମ୍ଭ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି ।
ମୀନ : ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି । ଭାଇମାନଙ୍କ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରୀକ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking