28.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ ।
ବୃଷ : ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ପରିବାରରେ ଭାତୃ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ପୂଜାରେ ଅଧିକ ସମୟ ଦେବେ ।
ମିଥୁନ : ବ୍ୟବସାୟରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ବନ୍ଧୁ ମିଳନ ହୋଇପାରେ ।
କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ବ୍ୟବସାୟରେ ଅଳ୍ପ ଲାଭ ହେବ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ସାମାନ୍ୟ ଭଲ ହୋଇପାରେ ।
ସିଂହ : ଆଜି କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଦ୍ଧାଚରଣ କରିବେ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ସଫଳ ହେବେ ।
କନ୍ୟା : ଆଜି ନୂଆ ନୂଆ କାର୍ଯ୍ୟ ପ୍ରତି ମନ ଦେବେ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଅଳ୍ପଲାଭ ହେବ । ପରିବାରରେ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।
ତୁଳା : କର୍ମକ୍ଷେତ୍ରରେ ମନ ଦେବେ । ବ୍ୟବସାୟରେ ନିଜ ଲୋକମାନଙ୍କ ଦ୍ୱାରା କ୍ଷତି ସହିବେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେବ । ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବିଛା : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ପୈତୃକ ସମ୍ପତି ପାଇଁ ଭାତୃ ବିବାଦ ଲାଗିପାରେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି । ବ୍ୟବସାୟରେ ଲାଭାବନ୍ ହେବେ ।
ଧନୁ : ଶତ୍ରୁମାନେ ମାଲିମୋକଦ୍ଦମା କରିପାରନ୍ତି । ବିପଦର ଆଶଙ୍କା ଅଛି । କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରେ ସୁସ୍ଥ ଲାଗି ଚନ୍ତିତ ରହିବେ ।
ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପାରିବାରିକ କଳହ ଲାଗିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ମହିଳା ଓ ଛାତ୍ରଛାତ୍ରୀମାନେ ପ୍ରତିକ୍ଷେତ୍ରରେ ଅସହଯୋଗ ହେବେ ।
କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ । ବ୍ୟବସାୟରେ କ୍ଷତିର ସମ୍ଭାବନା କମ୍ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ପାରିବାରିକ ସ୍ୱାସ୍ଥ୍ୟକୁ ନେଇ ଚନ୍ତିତ ରହିବେ । ମହିଳାମାନେ କର୍ମ ତତ୍ପର ରହିବେ । ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ ।
ମୀନ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ହେବ । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ବ୍ୟବସାୟରେ ବନ୍ଧୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସମାନ୍ୟ ଅଶାନ୍ତି ଦେଖାଦେଇପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking