32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ । ସନ୍ତାନମାନେ ବିଦ୍ୟାକ୍ଷେତ୍ରରେ ଉନ୍ନତି କରିବେ । ଦେବ ଦର୍ଶନର ଯୋଗ ଅଛି । ଚୋର ଭୟ ଥିବାରୁ ସାବଧାନ ବେହା ଉଚିତ ।
ବୃଷ : ଆଜି ପରିବାରରେ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । କର୍ମକ୍ଷେତ୍ର ତଥା ବ୍ୟସାୟରେ କ୍ଷତିର ସମ୍ଭାବନା ଅଛି । ମହିଳାମାନେ ନିନ୍ଦିତ ହେବେ ।
ମିଥୁନ : ମାଲିମୋକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି । ଶାରୀରିକ ସୁସ୍ଥତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି ।
କର୍କଟ : ଆଜି ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ବନ୍ଧୁ ଦ୍ୱାରା ଲାଭବାନ୍ ହେବେ । କୃଷି କାର୍ଯ୍ୟରେ ଆଗେଇବେ ।
ସିଂହ : ଗୃହ ମଧ୍ୟରେ ବିବାଦ ଲାଗିରହିବ । ବନ୍ଧୁ ବିଚ୍ଛେଦ ଘଟିପାରେ । କର୍ମକ୍ଷେତ୍ରରେ ସହକର୍ମୀମାନେ ଅସୁବିଧାରେ ପକାଇପାରନ୍ତି । ବ୍ୟବସାୟରେ କ୍ଷତି ଘଟିପାରେ ।
କନ୍ୟା : ବିଦେଶ ଯାତ୍ରାର ଯୋଗ ରହିଛି । ଅନ୍ୟଥା ଶତ୍ରୁଭୟ ଦେଖାଦେବ । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ ଲାଭର ଆଶ କମ୍ ରହିବ । ମହିଳାମାନେ ଦୁଃଖିତ ହେବେ ।
ତୁଳା : ଆଜି ନିଜ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ଶତ୍ରୁତା ବଢ଼ିବ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ସଫଳତା ପାଇପାରନ୍ତି ।
ବିଛା : ବ୍ୟବସାୟରେ ଉନ୍ନତି ଘଟିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଶାନ୍ତି ପାଇବେ । ମାଲିମୋକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି ।
ଧନୁ : ଆଜି ଲାଭର ଆଶା ଅଛି । ପାରିବାରିକ ଗଣ୍ଡଗୋଳ ଦେଖାଦେଇପାରେ । ବନ୍ଧୁମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭର ଆଶା କମ୍ ରହିବ ।
ମକର : କୃଷି କ୍ଷେତ୍ରରେ ଯଥେଷ୍ଟ ଲାଭାବାନ୍ ହେବେ । ଦେହ ଅସୁସ୍ଥ ରହିବ । ପରିବାରରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ ।
କୁମ୍ଭ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚୋର ଭୟ ରହିଛି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ମହିଳାମାନେ ଅସୁସ୍ଥତା ଅନୁଭବ କରିବେ ।
ମୀନ : ଧର୍ମ ପ୍ରତି ଆଗ୍ରହ ବଢ଼ିବ । ଚାକିରୀରେ ପଦୋନ୍ନତିର ସମ୍ଭାବନା ଅଛି । ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା ଲାଭବାନ୍ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking