26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ଲାଗି ରହିବ। କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତନ ହୋଇପାରେ। ବ୍ୟବସାୟରେ ଲାଭବାନ୍ ହେବେ। ମହିଳାମାନେ ଖୁସିରେ ସମୟ କାଟିବେ।

ବୃଷ : ଆଜି ଆପଣଙ୍କ ପାଇଁ ଶୁଭପ୍ରଦ ନୁହେଁ। କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ କରିବେ। ପରିବାରରେ ଶାନ୍ତି ରହିବ। ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି।

ମିଥୁନ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ୱାସ୍ଥ୍ୟପ୍ରତି ବିପଦ ଦେଖାଦେବ। ଶନିଗ୍ରହକୁ ପୂଜା କଲେ ବିପଦରୁ ରକ୍ଷାପାଇଯିବେ। ଦେବଦର୍ଶନ ମିଳିବ। କର୍ମତତ୍ପରତା ହେବେ।

କର୍କଟ : ନୂତନ ବନ୍ଧୁ ଦର୍ଶନରେ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ପିତୃମାତୃଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ଅଛି।

ସିଂହ : କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସୁଯୋଗ ରହିଛି। ବ୍ୟବସାୟରେ ଲାଭବାନ୍ ହେବେ। ବହୁ କ୍ଷୟକ୍ଷତି ହୋଇପାରେ। ବନ୍ଧୁ ସହିତ ଯୋଗାଯୋଗ କରିବେ। ଅର୍ଥ ମିଳିପାରିବ।

କନ୍ୟା : ନୂଆ ନୂଆ କାର‌୍ୟ୍ୟପନ୍ଥା ପ୍ରତି ମନଯୋଗ ଦେବେ । ଚାକିରୀକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ୍ ହେବେ। ବନ୍ଧୁ ସହିତ ଯୋଗାଯୋଗ କରିବେ।

ତୁଳା : କୌଣସି ଆନୁଷ୍ଠାନିକ କାର‌୍ୟ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଦ୍ଧାଚରଣ କରିବେ। ପରିବାରବର୍ଗ ଶାନ୍ତିରେ ଜୀବନଯାପନ କରିବେ।

ବିଛା : ପରିବାରରେ କଳହ ସୃଷ୍ଟି ହେବ। ଶରୀର ସୁସ୍ଥ ରହିବ। ବ୍ୟବସାୟରେ ସାମାନ୍ୟ ଅବନତି ଘଟିବ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହ ମନାନ୍ତର ଘଟିପାରେ।

ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ। ବିଳାସ ଦ୍ରବ୍ୟ ପାଇ ପାରନ୍ତି। ପରିବାରରୁ କଷ୍ଟ ମିଳିବ। କର୍ମଧାରାରେ ଉନ୍ନତି ହେବେ । ଅନୁଭୂତି ଓ ଦକ୍ଷତା ବଢ଼ିବ। ଆୟକ୍ରମେ କମିବ।

ମକର : ଆମୋଦ ପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ। ଶାରୀରିକ ବ୍ୟଥା ଭୋଗିବେ। ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ। ଅର୍ଥାଭାବ ଅନୁଭବ କରିବେ । ମନରେ କଳ୍ପନା ସଫଳ ହେବ।

କୁମ୍ଭ : ଆଜି କାର‌୍ୟ୍ୟକ୍ଷେତ୍ରରେ ପରିବର୍ତନ ଘଟିବ। ଶତ୍ରୁମାନଙ୍କ ଦ୍ୱାରା କଷ୍ଟ ଭୋଗିବେ। ଅଚାନକ ଲାଭ ଯୋଗ ଅଛି। ଶତ୍ରୁଭୟ ବଢ଼ିବ। କର୍ମ ଚଂଚଳ ହେବେ।

ମୀନ : କାର‌୍ୟ୍ୟରେ ବାଧା ସୃଷ୍ଟି ହେବ। ସ୍ତ୍ରୀ ସହ ଦୂର ଯାତ୍ରା କରିବାର ଯୋଗ ଅଛି। ନୂତନ ଅଭିଜ୍ଞା ଲାଭ କରିବେ। ଚିନ୍ତାରୁ ମୁକ୍ତି ପାଇବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking