ଆଜି ବସିବ ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା
ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ହେବ ଆଲୋଚନା । ସେହିଭଳି ୧୫ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ସେହିଦିନ ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିବ । ଏହାସହ ଗୁରୁକୁଳ, ଶ୍ରୀଜଗନ୍ନାଥ ବଲ୍ଲଭ ରିକ୍ରିଏସନ ସେଣ୍ଟର, ପ୍ରମୋଦ ଉଦ୍ୟାନ, ଜମିଜମା ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ … Continue reading ଆଜି ବସିବ ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା
Copy and paste this URL into your WordPress site to embed
Copy and paste this code into your site to embed