ଆଜି ବିଶ୍ୱ ଏଡ୍‌ସ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍‌ ଦିବସ । ଏହି ଦିନ ଏଡସ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଏ । ଏଡସ୍ ଏକ ବିପଜ୍ଜନକ ରୋଗ, ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ । ଏହି ରୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ରୋଗରୁ ନିଜକୁ ରକ୍ଷା କରିବାରେ ଶରୀର ଅସମର୍ଥ ହୋଇଯାଏ । ଏହା ଏଚ୍.ଆଇ.ଭି … Continue reading ଆଜି ବିଶ୍ୱ ଏଡ୍‌ସ ଦିବସ