38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକୁମ୍ଭ ମେଳାରେ ଆଜି ଦ୍ୱତୀୟ ସାହି ସ୍ନାନ

କୁମ୍ଭ ମେଳାରେ ଆଜି ଦ୍ୱତୀୟ ସାହି ସ୍ନାନ

ହରିଦ୍ୱାର : ହରିଦ୍ୱାରରେ ଚାଲୁଥିବା କୁମ୍ଭ ମେଳାରେ ଆଜି ଦ୍ୱତୀୟ ସାହି ସ୍ନାନ । ଏହି ଶୁଭ ଅବସରରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ବୁଡ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି । ଏଠାରେ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ବୁଡ ପକାଇ ସାରିଛନ୍ତି ।  କୋରନା ସମୟରେ ହେଉଥିବା କୁମ୍ଭ ମେଳାରେ ଭିଡକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି ।

ସୂଚନା ଯୋଗ୍ୟଯେ, ଦ୍ୱିତୀୟ ସ୍ନାନ ଅବସରରେ ହରିଦ୍ୱାରରେ ଶ୍ରଦ୍ଧାଳୁ ମାନେ ‘ହରହର ମହାଦେବ’ , ‘ଗଙ୍ଗା ମୈୟା’ ଜୟ ଜୟକାର କରି ଗଙ୍ଗା ନଦୀରେ ସ୍ନାନ କରିଥିଲେ । ପ୍ରଥମ ସାହି ସ୍ନାନ ୧୧ ମାର୍ଚ୍ଚ ମହାଶିବରାତ୍ରୀରେ ଅନୁଷ୍ଠିତ ହୋଇଥିଲା । ଆଜି ଦ୍ୱତୀୟ ସାହି ସ୍ନାନ ହୋଇଛି ଓ ୧୪ ଏପ୍ରିଲ ବୈଶାଖୀ ଦିନ ତୃତୀୟ ସ୍ନାନ ହେବାକୁ ଯାଉଛି ଯେଉଁଥିରେ ସମସ୍ତ ୧୩ ଟି ଆଖାଡାର ସାଧୁ ସନ୍ଥ ମାନେ ସ୍ନାନ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking