ଆଜି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ୨୩ ଜୁନ୍‌ରେ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’ ପାଳନ କରାଯାଏ। କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଏହା ଏକ ବିଶେଷ ଦିନ। ଏହି ଦିନ କ୍ରୀଡା ଓ ସ୍ୱାସ୍ଥ୍ୟର ଏକ ଉତ୍ସବ ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଅଂଶଗ୍ରହଣ କରନ୍ତି। ଏହି ବିଶେଷ ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଅଲିମ୍ପିକ୍ ହେଉଛି ବିଶ୍ୱ ସ୍ଥରୀୟ ଖେଳ ପ୍ରତିଯୋଗିତା । ଯେଉଁଥିରେ ବିଭିନ୍ନ ଦେଶର ଖେଳାଳିମାନେ ଅଂଶଗ୍ରହଣ କରିଥାନ୍ତି … Continue reading ଆଜି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ