34.1 C
Bhubaneswar
Friday, March 29, 2024
Homeଆଇପିଏଲ୍ -2022ଆଇପିଏଲ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗସ ମୁକାବିଲା

ଆଇପିଏଲ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗସ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ଆଜିର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା ଚେନ୍ନାଇ ସୁପରକିଙ୍ଗସ ସହିତ ହେବ । ଏହି ମୁକାବିଲାରେ ମୁମ୍ବାଇ ଟିମ ପାଇଁ ଧୋନୀଙ୍କ ଧୁରନ୍ଧରର ସାମ୍ନା କରିବା ଚାଲେଂଜପୂର୍ଣ୍ଣ ରହିବ । ଧୋନୀଙ୍କ ଚେନ୍ନାଇ ଭଲ ଫର୍ମରେ ରହିଛି । ତାଙ୍କର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ୩ଟି ବିଭାଗ ଜବରଦସ୍ତ ଫର୍ମରେ ରହିଛି । ଯଦିଓ ମୁମ୍ବାଇ ଇଣ୍ଡିଆନ୍ସକୁ ପୂର୍ବ ୨ ମ୍ୟାଟରେ ବିଜୟ ମିଳିଛି । ଯେଉଁଛିପାଇଁ ଆଜି ଦଳ ହ୍ୟାଟ୍ରିକ ଲଗାଇବା ଆଶା ନେଇ ମଇଦାନକୁ ଓହ୍ଲାଇବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା(ଅଧିନାୟକ), ଏଡମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରିତ ସିଂହ, ଅନୁକୁଳ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଗେଲ, ଧବଲ କୁଲକର୍ଣ୍ଣିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ନୀଶାମ, ଜସପ୍ରୀତ ବୁମରାହ, ଜୟନ୍ତ ଯାଦବ, କିରୋନ ପୋଲାଡ, କ୍ରୁଣାଲ ପାଣ୍ଡ୍ୟା, ମାର୍କୋ ଜେନସେନ, ମୋହାସିନ ଖାନ, ନାଥନ କୁଲଟର ନାଇଲ, ପିୟୁଷ ଚାବଲା, କ୍ୱିଟନ ଡି କକ୍‌, ରାହୁଲ ଚାହର, ସୌରଭ ତିବାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଦ୍ଧବୀର ସିହ ଚରକ ।

ଚେନ୍ନାଇ ସୁପର କିଙ୍ଗସ- ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଅମ୍ବାତି ରାୟଡୁ, ସି ହାରି ନିଶାନ୍ତ, ଚେତେଶ୍ୱର ପୁଜାରା, ଦୀପକ ଚାହର, ଡ୍ୱେନ ବ୍ରାବୋ, ଫାପ ଡୁ ପ୍ଲେସିସ, ହରିଶଙ୍କର ରେଡ୍ଡୀ, ଇମରାନ ତାହିର, କେ ଭଗତ ବର୍ମା, କେ ଗୌତମ, କର୍ଣ୍ଣ ଶର୍ମା, କେଏମ ଆସିକ, ଲୁଙ୍ଗୀ ନଗଦୀ, ମିଶେଲ ସେଣ୍ଟନର, ମୋଇନ ଅଲୀ, ନାରାୟଣ ଜଗଦୀଶନ, ଆର ସାଇ କିଶୋର, ରବୀନ୍ଦ୍ର ଜାଡେଜା, ରବିନ ଇଥପ୍ପା, ଋତୁରାଜ ଗାୟକବାଡ, ସୈମ କୁରେନ, ଜେସନ ବେହରେନଡାଫ, ଶାର୍ଦ୍ଦଳ ଠାକୁର, ସୁରେଶ ରୈନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking