29.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଗୁରୁକୃପା ଲାଭ କରିବେ ।
ବୃଷ: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସମ୍ମାନିତ ହେବାର ସୂଚନା ମିଳୁଛି । ଧନକ୍ଷୟ ହୋଇପାରେ । ସତପଥଗାମୀ ହେବେ । କୃଷି କାର୍ଯ୍ୟରେ ଧ୍ୟାନ ଦେବେ । ଜନ ସମର୍ଥନ ମିଳିବ ।
ମିଥୁନ: ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଅର୍ଥ ପ୍ରାପ୍ତିର ସୂଯୋଗ ଅଛି ।
କର୍କଟ: ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । କର୍ତ୍ତବ୍ୟନିଷ୍ଠ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରିବେ । ସର୍ବସୁଖ ମିଳିପାରିବ ।
ସିଂହ: ଅଟକିଥିôବା କାର୍ଯ୍ୟରେ ଆଗକୁ ବଢ଼ିବ । ବହୁ ଶୁଭ ଫଳ ମିଳିବ । ସରକାରୀସ୍ତରରେ ସମ୍ମାନିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ କିଛି ଅର୍ଥ ମିଳିପାରେ । ବିଭିନ୍ନ ଦିଗରୁ ଆର୍ôଥକ ସ୍ରୋତ ବହିବ ।
କନ୍ୟା: କିଛି ଭୁଲ କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି । କୃଷି କର୍ମରେ ଦକ୍ଷ ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ ।
ତୁଳା: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ବିଛା: ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟରେ ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।
ଧନୁ:ପୂର୍ବରୁ ଲାଗି ରହିଥିବା ଯୋଜନାରେ ପରିବର୍ତନ ଘଟାଇ ନୂତନ ଯୋଜନା ପ୍ରଣୟନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।
ମକର: ନୂତନ ଜମି କିଣିବାର ସୁଯୋଗ ମିଳିବ । ବ୍ୟୟ ପରିମାଣ ବୃଦ୍ଧି ହେବ । କଥା ଶୈଳୀରେ ଶତ୍ରୁଙ୍କୁ ବଶ କରିପାରନ୍ତି । ଚଞ୍ଚଳ ହେବେ । କାର୍ଯ୍ୟ ହାସଲ କରିବେ । ଆର୍ôଥକ ସ୍ଥିତି ଠିକ ରହିବ ।
କୁମ୍ଭ: ଆୟ ଆଶାନୁରୂପ ହେବ । ଚନ୍ଦ୍ରଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ । ସୁସ୍ଥ ଓ ନିରାମୟ ରହିବେ । ଉଚ୍ଚ ମହଲରେ ସମ୍ମାନିତ ହୋଇପାରନ୍ତି ।
ମୀନ: ଆଜି ଧନପ୍ରାପ୍ତି ହେବ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଜୟୀ ଭାବ ପ୍ରଦର୍ଶନ କରି ପ୍ରଶଂସନୀୟ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପ୍ରବଳ ପ୍ରତାପୀ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking