OnaKhabar

ଆଜିର ରାଶିଫଳ

ମେଷ: ଆଜି ଦିନଟି ଅଭାବ ଦୂରେଇ ଯାଇପାରିବ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି । ଚଂଚଳ ପ୍ରକୃତିରେ ହେବେ । ଆର୍ôଥକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବନ୍ଧୁ ସାହାଯ୍ୟ ପାଇବେ ।
ବୃଷ: ଚନ୍ଦ୍ରଙ୍କ ପ୍ରଭାବରୁ ଅନ୍ୟ ମନସ୍କ ହୋଇପାରନ୍ତି । କାର୍ଯ୍ୟରେ ସାମାନ୍ୟ ଅସୁବିଧା ହୋଇପାରେ । ସ୍ତ୍ରୀଙ୍କ ଧନ ହେତୁ ସୁଖୀ ହେବେ । ବାକ୍ୟବୀର ହେବେ । ମହିଳାମାନେ ଗୃହକାର୍ଯ୍ୟରେ ଲାଗିରହିବେ ।
ମିଥୁନ: ମାନସିକସ୍ତରରେ ଉଦବେଗଜାତ ହୋଇପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ସକଳ ଗୁଣଯୁକ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜନସମର୍ଥନ ମିଳିବ ।
କର୍କଟ : ବହୁଦିନରୁ ରହିଥିବା ଆର୍ôଥକ ଦୂରବସ୍ଥାର ସୁଧାର ଆସିବ । ଉଚ୍ଚଆଶା ଫଳବତୀହେବ । ବହୁଦିନର ଶତ୍ରୁନାଶ କରିବାର ସିଦ୍ଧହସ୍ତ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବେ ।
ସିଂହ : ଆଜି କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । ଧନବାନ ହେବେ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବେ । ମହିଳାମାନେ ଧର୍ମକାର୍ଯ୍ୟରେ ଲାଗି ରହିବେ । ଅନ୍ୟକୁ ସାହାର୍ଯ୍ୟ କରିବେ ।
କନ୍ୟା: ଗୃହ କାର୍ଯ୍ୟ ଆଗ୍ରହୀ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟ ବିଳମ୍ବିତ ହେଲେ ବି ସଫଳତା ମିଳିବ । ରୋଜଗାର ଯଥେଷ୍ଟ ପରିମାଣରେ ହୋଇପାରିବ ।
ତୁଳା : ଆଜି ସରକାରୀସ୍ତରରେ ବିଶ୍ୱସନୀୟ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତକର୍ମରେ ଅଧିକ ବ୍ୟୟ କରିବେ । ଆନନ୍ଦ ଉଲ୍ଲାସ ଲାଗି ରହିବ । ପରକୁ ଆପଣାର କରିପାରନ୍ତି ।
ବିଛା: ଆଜି ବହୁଦିନର ସାଧନାର ସିଦ୍ଧଲାଭ କରିପାରନ୍ତି । ବ୍ୟବସାୟରେ ଲାଭଜନକ ହେବେ । ଧନ ସମ୍ପଦ ବୃଦ୍ଧିର ବାଟ ଖୋଲିଯିବ ।
ଧନୁ : ଦୀର୍ଘଜୀବନର ଆଶାପୂରଣ ହୋଇପାରିବ । କର୍ମ ଚଂଚଳ ରହବେ । ଦିନସାରା ଆନନ୍ଦ ଉଲ୍ଲାସ ଲାଗି ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଜଣେ ହମିଳାଙ୍କ ସହାୟତାରେ ଉପକୃତ ହେବେ ।
ମକର : ଆଜି ବିଳାସବ୍ୟସନ କରି ଖର୍ଚ୍ଚାନ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ମିଳିବ । ମହିଳାମାନେ ସୁପରାମର୍ଶ ପାଇବେ ।
କୁମ୍ଭ : ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ । ବନ୍ଧୁଙ୍କ ସହାୟତା ମିଳିପାରେ । ବଂଶର ଟେକ ରଖିବାରେ ସମର୍ଥ ହେବେ । ସମାଜ ସେବାରେ ନିଜକୁ ନିୟୋଜିତ କରିପାନ୍ତି ।
ମୀନ : ଆଜି ଆପଣ ଧୀର ପାଣି ପଥର କାଟେ ନୀତିରେ କାର୍ଯ୍ୟ କଲେ ସଫଳତା ପାଇବେ । ପ୍ରଥମରୁ ଶତ୍ରୁମାନଙ୍କ ବିରୋଧରେ ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁ ସୁଖ ମିଳିପାରେ । ଆର୍ôଥକ ସ୍ଥିତିରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111