32.1 C
Bhubaneswar
Thursday, March 28, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ଆର୍ଥିକ ସମସ୍ୟାରେ ସୁଧାର ଆସିବ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ମନ ପ୍ରସନ୍ନ ରହିବ ।
ବୃଷ: ଆଜି ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁକ ସମୃଦ୍ଦି ପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ ଓ ସାହାସୀ ହେବେ । ବାଧା ବିଘ୍ନ ଦୂର ହେବ । ଭାଗ୍ୟଶାଳୀ ହେବେ ।
ମିଥୁନ: ଆଜି ପରିସ୍ଥିତି ଲାଭପ୍ରଦ ହୋଇପାରେ । କଷ୍ଟ ସାଧ୍ୟ ହେବ । ସ୍ୱାଭିମାନୀ ହେବେ । ଭାଗୁଆଳୀ ବ୍ୟବସାୟ ଲାଭଜନକ ହେବ । ସତର୍କରେ ଚଳିବେ ।
କର୍କଟ: ଯୋଜନାରେ ତ୍ରୁଟି ପରିଲକ୍ଷିତ ହେବ । ଆଶାବାଦୀ ହେବେ । ବ୍ୟବସାୟ ଲାଭଜନକ ହେବ । ସାମାଜ ସେବୀ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ ।
ସିଂହ: ଭାଇ ମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁ ହନ୍ତା ହେବେ । ଚାକିରୀ କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ହେବେ । ସୁଖୀ ହେବେ ।
କନ୍ୟା: ଦୂର ସମ୍ପର୍କ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ସ୍ୱଭାବ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
ତୁଳା: ଆଜି କାର୍ଯ୍ୟ ବିଳମ୍ବିତ ହୋଇପାରେ । କାର୍ଯ୍ୟ ସମ୍ପାଦନ ପାଇଁ ବିଭିନ୍ନ ଦିଗରୁ ପ୍ରେରଣା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହୋଇପାରେ ।
ବିଛା : ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ମନରେ ଉଦବେଗ ଜାତ ହୋଇପାରେ । ଆସ୍ତିକ ଓ ଧର୍ମ ପରାୟଣ ହେବେ । ମଧୁର ଭାଷୀ ହୋଇପାରନ୍ତି ।
ଧନୁ: ଚିନ୍ତାଧାର ଉନ୍ନତମାନର ହୋଇପାରେ । ସୌଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ , ବିଦ୍ୟାପ୍ରେମୀ ହୋଇପାରନ୍ତି ।
ମକର: ଅପ୍ରିତୀକର ପରିସ୍ଥିତିକୁ ବୁଦ୍ଧି ବଳରେ ସମ୍ଭାଳିନେଇ ପାରନ୍ତି । ରୋଜଗାର ଅଧିକ ହୋଇପାରେ । ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ ହୋଇପାରନ୍ତି ।
କୁମ୍ଭ: ଆଶା ଫଳବତୀ ହେବେ । ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡିବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ମଧୁର କଥାରେ ଲୋକପ୍ରିୟ ହେବେ । ଧାର୍ମିକ ପ୍ରକୃତିର ହେବେ ।
ମୀନ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ ।ଲୋକ ପ୍ରିୟତା ଅର୍ଜନ କରିପାରନ୍ତି । ସରକାର ସ୍ତରରେ ସମ୍ମାନିତ ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking