33.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କର୍ମ ପ୍ରବଣତା ପ୍ରକାଶିତ ହେବ । ବିସ୍ମୟର ପରିସ୍ଥିତି ଉପୁଯିବା ଅପେକ୍ଷା ବିଫଳ ହେବ । ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରେ । ସ୍ୱାସ୍ଥ୍ୟ ଚିନ୍ତାଜନକ ହେବ । ବନ୍ଧୁ ସହଯୋଗ ମିଳିବ ।
ବୃଷ: ଆଜି କାର୍ଯ୍ୟ ସଫଳତ ହୋଇପାରିବ । ମନବ୍ୟାକୁଳ ରହିବ । ଅପବାଦରେ ପଡ଼ିପାରନ୍ତି । ବ୍ୟବସାୟରେ ଲାଭଜନକ ହେବ । ସମ୍ପଦଲାଭ କରିପାରନ୍ତି । ସାହାସିକତାର ସହ କାର୍ଯ୍ୟ କରିବେ ।
ମିଥୁନ: ବନ୍ଧୁଙ୍କ ନିକଟବର୍ତ୍ତୀ ହେବେ । ପର ପାଇଁ କାର୍ଯ୍ୟ କରିବେ । ଉପକାର କ୍ଷତି ସହିବେ । ଶାରୀରିକ କଷ୍ଟ ପାରଇପାରନ୍ତି । କାର୍ଯ୍ୟରେ ଅସଙ୍ଗତ ଦେଖାଯିବ । ଦାୟିତ୍ୱରେ ପରିବର୍ତ୍ତନ ଦେଖାଦେବ ।
କର୍କଟ: ବୃଥା କାର୍ଯ୍ୟରେ ଆଜି ଦିନଟି କଟିବ । ଶାରୀରିକ କଷ୍ଟ ଭୋଗିବେ । ପାରିବାରିକ ଅଶାନ୍ତି ବଢ଼ିବ । ଗୃହୋପକରଣ ସଂଗ୍ରହ କରିବେ । ମୋହରେ ପଡ଼ି କ୍ଷତି ଗ୍ରସ୍ତ ହେବେ ।
ସିଂହ: ଆଜି ନୂତନ ପଦକ୍ଷେପ ନେଇପାରନ୍ତି । ଭୁଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହେବେ । ଅହମିକା ହେତୁ ଅପଦସ୍ତ ହେବେ । ପ୍ରତିଯୋଗିତାରେ ସମୟ କାଟିବେ । ଷଡ଼ଯନ୍ତ୍ରରୁ ଉଧୁରିଯିବେ ।
କନ୍ୟା: କାର୍ଯ୍ୟ ନିଷ୍ଠାର ସହ କରିବେ । ସାମାନ୍ୟ ଘଟଣାରୁ ଦ୍ୱନ୍ଦ୍ୱ ଉପୁଯିବ । ପୈତୃକ ସମ୍ପତ୍ତି ପାଇଁ ଅଶାନ୍ତି ବଢ଼ିବ । ବନ୍ଧୁ ସମ୍ପର୍କ ବୃଦ୍ଧି ହେବ । ଅଭାବ ଦୂରେଇ ଯିବ । ମନବଳ ସୁଦୃଢ଼ ହେବ ।
ତୁଳା: ବ୍ୟବସାୟରେ ଉନ୍ନତି ଘଟିବ । ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ । ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ହେବ । ଭାତୃବିବାଦରୁ ମୁକୁଳିଯିବେ ।
ବିଛା: ପାରିବାରିକ ଅଶାନ୍ତି ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ଘଟିବ । କାର୍ଯ୍ୟରେ ଅସଙ୍ଗତ ଦେଖାଦେବ । ବୃଥା କାର୍ଯ୍ୟରେ ମନଦେବେ । ଶୁଭ ବାର୍ତ୍ତା ମିଳିପାରେ । ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ ।
ଧନୁ: ଅନ୍ୟକୁ ସାହାଯ୍ୟ କରି ବିଦରେ ପଡ଼ିବେ । ମାନସିକ ଉତ୍ତେଜନା ଭୋଗିବେ । ଅପ୍ରିୟ ପରିସ୍ଥିତିରେ ପଡ଼ିବେ । ବ୍ୟୟ ବଢ଼ିବାରୁ ଅଶାନ୍ତି ବଢ଼ିବ । କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ ।
ମକର: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ । ପରିବେଶରୁ ଭୟ ଉପୁଯିବ । ଧୈର୍ଯ୍ୟ ଦ୍ୱାରା ସଫଳତା ମିଳିବ । ସମ୍ମାନ ହାନି ଘଟିପାରେ । ଲାଭରେ ବାଧା ଉପୁଯିପାରେ । ପ୍ରତାରଣାରେ ଶିକାର ହେବ ।
କୁମ୍ଭ: କାର୍ଯ୍ୟରେ ବାଧା ଉପୁଯିପାରେ । ନିଜକୁ ଶାନ୍ତ୍ୱନା ଦେବେ । ଘର ପାଇଁ ଦାୟୀ ହେବେ । ଦକ୍ଷତା ଓ ଅଭିଜ୍ଞତା କାର୍ଯ୍ୟ କରିବେ । ଯଶ ଲାଭ ପାଇବେ । ଉଦର ବ୍ୟଥା ଭୋଗିବେ ।
ମୀନ: ପରିବେଶରୁ ଦୂରେଇ ରହିବେ । ବିଭିନ୍ନ କାରଣରୁ ମର୍ମାହତ ହୋଇପାରନ୍ତି । ଶରୀର କଷ୍ଟ ପାଇବେ । ଅଧିକାରରେ ବୃଦ୍ଧି ଘଟିବ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ମହିଳାମାନେ ଦୂରଜାଗାକୁ ଯାଇ ପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking