33.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ରାଶିଫଳ 

ଆଜିର ରାଶିଫଳ 

ମେଷ: କର୍ମ ପ୍ରବଣତା ପ୍ରକାଶିତ ହେବ । ବିସ୍ମୟର ପରିସ୍ଥିତି ଉପୁଯିବା ଅପେକ୍ଷା ବିଫଳ ହେବ । ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରେ । ସ୍ୱାସ୍ଥ୍ୟ ଚିନ୍ତାଜନକ ହେବ । ବନ୍ଧୁ ସହଯୋଗ ମିଳିବ ।
ବୃଷ: ଆଜି କାର୍ଯ୍ୟ ସଫଳତ ହୋଇପାରିବ । ମନବ୍ୟାକୁଳ ରହିବ । ଅପବାଦରେ ପଡ଼ିପାରନ୍ତି । ବ୍ୟବସାୟରେ ଲାଭଜନକ ହେବ । ସମ୍ପଦଲାଭ କରିପାରନ୍ତି । ସାହାସିକତାର ସହ କାର୍ଯ୍ୟ କରିବେ ।
ମିଥୁନ: ବନ୍ଧୁଙ୍କ ନିକଟବର୍ତ୍ତୀ ହେବେ । ପର ପାଇଁ କାର୍ଯ୍ୟ କରିବେ । ଉପକାର କ୍ଷତି ସହିବେ । ଶାରୀରିକ କଷ୍ଟ ପାରଇପାରନ୍ତି । କାର୍ଯ୍ୟରେ ଅସଙ୍ଗତ ଦେଖାଯିବ । ଦାୟିତ୍ୱରେ ପରିବର୍ତ୍ତନ ଦେଖାଦେବ ।
କର୍କଟ: ଆଜି ଶୁଭାଶୁଭ ମିଶ୍ରିତ ଫଳପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟରଖି କର୍ତବ୍ୟ ସମ୍ପାଦନ କରିବା ଜରୁରୀ । ଶରୀର ଅସୁସ୍ଥ ରହିବ । ପଡ଼ୋଶୀଙ୍କ ସହ ଭୁଲ ବୁଝାମଣା ହୋଇପାରେ । ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ ।
ସିଂହ : ପୂର୍ବରୁ ଥିବା ସମସ୍ୟାର ସମାଧାନ ହେବ । ପାରିବାରିକ ଖୁସି ଲାଭ ହେବ । ବ୍ୟବସାୟରେ ପ୍ରତିଯୋଗିତା ବୃଦ୍ଧି ହୋଇ ଲାଭବାନ ହେବ ।
କନ୍ୟା: ପାରିବାରିକ ଜୀବନରେ କ୍ରୋଧିତ ହୋଇପାରନ୍ତି । ଆୟ ଖୁବ ଭଲ ହେବ । ଧୈର୍ଯ୍ୟରସହ କାର୍ଯ୍ୟ କରି ଖୁସି ହେବେ । ସେବା ମୂଳକ କାର୍ଯ୍ୟରେ ଆଗଭର ହେବେ ।
ତୁଳା: ଆଜି ମାନସିକ ଦୃଢ଼ତା ବଢ଼ିବ । ଯାତ୍ରାଦିରେ ଖର୍ଚ୍ଚ ବଢ଼ିବ । ମନରେ କଷ୍ଟ ଲାଗିପାରେ । କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ଭୋଜନାଦିରେ ତୃପ୍ତି ହେବ ।
ବିଛା: ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଜମିକ୍ରୟ କରିପାରନ୍ତି । ଗୃହ ନିର୍ମାଣରେ ଲାଗି ପଡ଼ିବେ । ନିତ୍ୟ ବ୍ୟବହାର ପଦାର୍ଥ କ୍ରୟ କରିବେ । ମହିଳାମାନେ ସ୍ୱର୍ଣ୍ଣ କିଣିପାରନ୍ତି ।
ଧନୁ: ନୂତନ କର୍ମପନ୍ଥା ଗ୍ରହଣ କରିବେ । ବ୍ୟବସାୟରେ ଅର୍ଥ ବିନିଯୋଗ କରିବେ । ଭାତୃ ବିବାଦ ଲାଗିପାରେ । ବହୁ ଖର୍ଚ୍ଚହେତୁ ବ୍ୟସ୍ତ ହୋଇପାରନ୍ତି । ମହିଳାମାନେ ଚିନ୍ତିତ ରହିବେ ।
ମକର: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ । ପରିବେଶରୁ ଭୟ ଉପୁଯିବ । ଧୈର୍ଯ୍ୟ ଦ୍ୱାରା ସଫଳତା ମିଳିବ । ସମ୍ମାନ ହାନି ଘଟିପାରେ । ଲାଭରେ ବାଧା ଉପୁଯିପାରେ । ପ୍ରତାରଣାରେ ଶିକାର ହେବ ।
କୁମ୍ଭ: କାର୍ଯ୍ୟରେ ବାଧା ଉପୁଯିପାରେ ନିଜକୁ ଶାନ୍ତ୍ୱନା ଦେବେ । ଘର ପାଇଁ ଦାୟୀ ହେବେ । ଦକ୍ଷତା ଓ ଅଭିଜ୍ଞତା କାର୍ଯ୍ୟ କରିବେ । ଯଶ ଲାଭ ପାଇବେ । ଉଦର ବ୍ୟତା ଭୋଗିବେ ।
ମୀନ: ପରିବେଶରୁ ଦୂରେଇ ରହିବେ । ବିଭିନ୍ନ କାରଣରୁ ମର୍ମାହତ ହୋଇପାରନ୍ତି । ଶରୀର କଷ୍ଟ ପାଇବେ । ଅଧିକାରରେ ବୃଦ୍ଧି ଘଟିବ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ମହିଳାମାନେ ଦୂରଜାଗାକୁ ଯାଇ ପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking