28.1 C
Bhubaneswar
Thursday, March 28, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ନୂତନ ଅଭିଜ୍ଞତା ବଢ଼ିବ । ବନ୍ଧୁମେଳରେ ଆନନ୍ଦିତ ହେବେ । ଆର୍ôଥକ ଲାଭ ହେବ । ଉତ୍ସବାଦିରେ ଯୋଗଦେବେ । ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ମଧ୍ୟମଫଳ ପ୍ରାପ୍ତ ହେବ ।
ବୃଷ: ଆଜି କାର୍ଯ୍ୟରେ ଅସୁବିଧା ଆସିପାରେ । ପରଉପକାର କରିପାରନ୍ତି । ଦ୍ରବ୍ୟ ହାନି ଯୋଗ ରହିଛି । ଅଭାବରୁ ମୁକ୍ତି ମିଳିବ । ସତର୍କତା ରହିବା ଭଲ ।
ମିଥୁନ: ଆଜି ଦେବଦର୍ଶନରେ ଆନନ୍ଦ ପାଇବେ । ପରିସ୍ଥିତି ଆୟତାଧିନ ହେବ । ଆଳସ୍ୟ ଅନୁଭବ କରିବେ । କର୍ମଧାରା ବଦଳାଇପାରିବେ ।
କର୍କଟ: ଆଜି ମନ ଦୁଃଖରେ ସମୟ କଟାଇବେ । ମାନସିକ ବ୍ୟସ୍ତତା ବଢ଼ିବ । ନିଜର ଦାବି ଦେଖାଇପାରିବେ । ସାମର୍ଥ୍ୟ ବଢ଼ାଇ ପାରିବେ ।
ସିଂହ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଅପ୍ରିୟ ପରିସ୍ଥିତି ଉପୁଯିବ । ସାମାନ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି । ତରତର ହୋଇ କାର୍ଯ୍ୟ କଲେ କ୍ଷତିରେ ପଡ଼ିବେ । ସତର୍କତା ଅବଲମ୍ବନ କରିବା ଭଲ ।
କନ୍ୟା: ଗୁରୁଜନଙ୍କ ପାଇଁ କଷ୍ଟ ଭୋଗିବେ । ଅଜାଣତରେ ପ୍ରତାରିତ ହେବେ । ସ୍ମରଣହାନି ଘଟିପାରେ । ଚିନ୍ତାରୁ ମୁକ୍ତି ମିଳିବ । ସହଯୋଗ କରି ମଧ୍ୟ କାର୍ଯ୍ୟ ହାସଲ ହୋଇପାରିବେ ନାହିଁ ।
ତୁଳା: ଧାର୍ମିକ ଭାବନାରୁ ଶାନ୍ତି ମିଳିବ । ଲୋକ ସମ୍ପର୍କ ବଢ଼ିବ । ବନ୍ଧୁ ସହଯୋଗ ମିଳିବ । ଶାରୀରିକ ଆଘାତ ପାଇପାରନ୍ତି । ଚୌରଭୟ ଅଛି । ବ୍ୟବସାୟ କରି କ୍ଷତିରେ ପଡ଼ିବେ ।
ବିଛା: ଗୃହରୁ ଆନନ୍ଦ ପାଇବେ । ଷଡ଼ଯନ୍ତ୍ରରୁ ଉଧୁରିଯିବେ । ଆର୍ôଥକ ଲାଭ ଘଟିବ । ପରିବେଶ ସୁଖକର ହେବ । ପରୀକ୍ଷାରେ ଉତୀର୍ଣ୍ଣ କରିପାରନ୍ତି ।
ଧନୁ: ଦ୍ୱନ୍ଦ୍ୱରେ ପଡ଼ି କାର୍ଯ୍ୟ କରିବେ । ବିଚଳିତ ହୋଇପାରନ୍ତି । ହଇରାଣ ହରକତ ହୋଇ କାର୍ଯ୍ୟ କରିବେ । ଗୃହରେ ବିବାଦ ଉପୁଜିବାର ଯୋଗ ଅଛି । ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ।
ମକର: ଦୁର୍ଘଟଣାରୁ ଅଳ୍ପକେ ବର୍ତିଯିବେ । ଅଟକିଥିବା ଧନ ମିଳିପାରେ । ଯେକୌଣସି କାର୍ଯ୍ୟରେ ସଫଳତା ମିଳିବ । ମାନସିକ ଦ୍ୱନ୍ଦ୍ୱ ଅନୁଭୁତ କରିବେ ।
କୁମ୍ଭ: ପ୍ରତିଦ୍ୱନ୍ଦ୍ୱିତାରେ ଜଡ଼ିତ ହେବେ । ବ୍ୟସ୍ତତା ବଢ଼ିବ, ବ୍ୟବସାୟରେ କ୍ଷତିହେବ । ବିଳାସ ଦ୍ରବ୍ୟ ଆଣି ପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୂର ଯାତ୍ରା ଯୋଗ ଅଛି ।
ମୀନ: ବିରକ୍ତି ବଢ଼ିବାକୁ ଲାଗିବ । ପରିବେଶରୁ ଦୂରେଇ ରହିବ । ଗୃହରୁ ଆନନ୍ଦ ପାଇବେ । ପିଲାଙ୍କ ପଢ଼ାରେ ଶାନ୍ତି ପାଇବେ । ବ୍ୟୟଭାର ବଢ଼ିବ । ଆର୍ôଥକଲାଭ ବଢ଼ିପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking