ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

ଭୁବନନେଶ୍ୱର : ଆଜି(ସୋମବାର) ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ରାଜ୍ୟ ସରକାରଙ୍କର ବିରୋଧରେ ଜୋରଦାର ପ୍ରତିବାଦ କରିବା ସହ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ତେବେ ପ୍ରାୟ ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। … Continue reading ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ