ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଛି ଓଡ଼ିଶା । ୭ଟି ପାହାଚର ଆଜି ତୃତୀୟ ପାଦରେ ପ୍ରବେଶ କରିଛନ୍ତି ଓଡ଼ିଶାବାସୀ । ଆଜି ଅନୁଷ୍ଠିତ ହେଉଛି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଚଳିତ ନିର୍ବାଚନରେ ଆଜି ହେଉଛି ସବୁଠୁ ହାଇପ୍ରୋଫାଇଲ୍ ଲଢ଼େଇ । ବାଜିରେ ଲାଗିଛି ବଡ଼ ନେତାଙ୍କ ଭାଗ୍ଯ । ଆଜିର ଆସନ ଉପରେ ରହିଛି … Continue reading ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ