39.1 C
Bhubaneswar
Tuesday, April 23, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ବନ୍ଧୁ ସହଯୋଗ ମିଳିବ । ଜୁଲମରେ ପଡ଼ିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ଦେବଦର୍ଶନ କରିପାରନ୍ତି । ବନ୍ଧୁଙ୍କ ସହ ମତାନ୍ତର ହେବ ।
ବୃଷ: ଯାତ୍ରାଦିରୁ ଆନନ୍ଦ ପାଇବେ । ଅଧିକାର ପ୍ରତି ସଚେତନ ହେବେ । ଶତୃଦ୍ୱାରା ପରାଜିତ ହେବେ । ସୁସମ୍ମାନ ପାଇପାରନ୍ତି । ପରିବେଶ ଲାଭଜନକ ହେବ । ବ୍ୟୟଭାର ବଢ଼ିବ ।
ମିଥୁନ: ଆଜି ଗୃହରେ କଳହ ଉପୁଯିବ । ସାମାନ୍ୟ ଲାଭ ହେବ । ସ୍ମରଣହାନୀ ଘଟିପାରେ । ଗୃହରେ କାର୍ଯ୍ୟ ବ୍ୟସ୍ତ ହେବେ । ଶୁଭବାର୍ତ୍ତା ମିଳିବ । କାର୍ଯ୍ୟରେ ମାନ୍ଦା ଘଟିବ ।
କର୍କଟ: ଆଜି ସକାଳୁ ଦୂରଯାତ୍ରା କରିପାରିବେ । ନିଷ୍ପତ୍ତି ବଦଳାଇବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଶାରୀରିକ କଷ୍ଟ ଭୋଗିପାରନ୍ତି । କାର୍ଯ୍ୟଭାର ବଢ଼ିବ । ଅନ୍ୟକୁ ସାହାଯ୍ୟ କରିବେ ।
ସିଂହ: ଅସୁବିଧାରେ ପଡ଼ିପାରନ୍ତି । ଗୃହ ନିର୍ମାଣରେ ଆଗ୍ରହୀ ହେବେ । ବ୍ୟବସାୟରେ ଲାଭ ପାଇବେ । ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ ।
କନ୍ୟା: ଆର୍ôଥକ ଅବସ୍ଥାରେ ପରିବର୍ତ୍ତନ ହେବ । ନିଜର ବ୍ୟବସାୟକୁ ସମ୍ଭାଳିନେବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ । ସମସ୍ୟାରେ ପଡ଼ି ଅଶାନ୍ତି ହେବେ । ଅର୍ଥବ୍ୟୟ ହେବ ।
ତୁଳା: ଆଜି ମନ ସର୍ବଦା ଖୁସି ରହିବ । ଚାହୁଁଥିବା ସାହାଯ୍ୟ ପାଇବେ । ବନ୍ଧୁମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ବ୍ୟୟ ବଢ଼ିବାରୁ ଅନୁତପ୍ତ ହେବେ ।
ବିଛା: ଆଜି ଦିନ ସାରା ବ୍ୟସ୍ତ ରହିବେ । କଳହାଦିରେ ଜଡ଼ିତ ହେବେ । ନିଜ କାର୍ଯ୍ୟରେ ଶାରାଦିନ ଲାଗି ରହିବେ । ବିଭିନ୍ନ ଦିଗରୁ ଅସୁବିଧା ବଢ଼ିବ । ମୁଣ୍ଡରେ ଆଘାତ ପାଇବେ ।
ଧନୁ: ଆୟରେ ଉନ୍ନତି ଘଟିବ । ପରିବାରରେ ଅଶାନ୍ତି ବଢ଼ିବ । କାର୍ଯ୍ୟକ୍ଷେତ୍ରରେ କଷ୍ଟ ପାଇବେ । ଅଟକିଥିବା ଅର୍ଥ ମିଳିପାରେ । ସଫଳତାର ନିକଟବର୍ତ୍ତୀ ହେବ । ଆୟପନ୍ଥା ବଢ଼ିବ ।
ମକର: ଆଜି ମାନସିକ ଦ୍ୱନ୍ଦ୍ୱ ଅନୁଭବ କରିବେ । ଅର୍ଥ ବିନିଯୋଗ କରିବେ । ଅପ୍ରୀୟ ପରିସ୍ଥିତିରେ ପଡ଼ିବେ । ମାନସିକ ଉତ୍ତେଜନା ଭୋଗିବେ । ସ୍ୱାସ୍ଥ୍ୟ ଭଲ ରହିବ ।
କୁମ୍ଭ: ଆଜି ଦାୟିତ୍ୱ ଓ ଅଧିକାର ବଢ଼ିବ । ସ୍ଥାନାନ୍ତର ଘଟିପାରେ । ଅନନ୍ଦ ଅନୁଭବ କରିବେ । ମନ ଅଶାନ୍ତି ରହିବ । ଅର୍ଥ ସଂଗ୍ରହ କରିବେ । କର୍ମରେ ସଫଳତା ମିଳିବ ।
ମୀନ: କର୍ମରୁ ଆଗ୍ରହ ହରାଇବେ । ବନ୍ଧୁମେଳରେ ଦିନକଟିବ । ପଡ଼ୋଶୀଙ୍କ ପାଇଁ ଚିନ୍ତା ବଢ଼ିବ । ଯୋଗାଯୋଗ ସଫଳ ହେବ । ଗୃହ ଉପକରଣ ସଂଗ୍ରହ କରିବେ । କାର୍ଯ୍ୟରେ ସଫଳ ହେବେ । ଅଜଣାତରେ କ୍ଷତି ସହିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking