ଆଜିର ରାଶିଫଳ

ମେଷ: ଗୃହରେ ଦୁର୍ବ୍ୟବହାର ମିଳିପାରେ । ଅନୁଗତଙ୍କ ଦ୍ୱାରା ଲାଭବାନ ହେବେ । ପୂର୍ବସ୍ଥିତିରେ ଧନ୍ଦିହେବେ । ବନ୍ଧୁବର୍ଗରେ ଅପ୍ରୀୟ ହୋଇପାରନ୍ତି । ଶାରିରୀକ କଷ୍ଟ ଭୋଗିବେ । ମାନସିକ ଉତ୍ତେଜନା ଭୋଗିପାରନ୍ତି । ଭାବିଚିନ୍ତି କାର୍ଯ୍ୟ ନ କଲେ ବିପଦରେ ପଡ଼ିପାରନ୍ତି ।
ବୃଷ: ଆଜି ନିଜ ଲୋକମାନେ ମନରେ ବହୁତ ଆଘାତ ଦେଇପାରନ୍ତି । ନୂତନ କର୍ମ ନିଯୁକ୍ତି ମିଳିପାରେ । ବିରୋଧରୁ ମୁକ୍ତି ପାଇବେ । ଧନଲାଭ ଘଟିପାରେ ।  ଚାଷ କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ସଫଳ ହୋଇପାରନ୍ତି ।
ମିଥୁନ: ଆଜି କୌଣସି କାମ ତରବର ହୋଇ କାର୍ଯ୍ୟ କଲେ କ୍ଷତିରେ ପଡ଼ିବେ । ଧନଲାଭ ଘଟିପାରେ । ଉପକାର ସୁଝିବାକୁ ଚେଷ୍ଟା କରିବେ । ପାରିବାରିକ ଅଶାନ୍ତି ଦେଖାଦେବ । କର୍ମସଂସ୍ଥାରେ ମନମାଳିନ୍ୟ ଖୋଯିବ । ମହିଳାମାନଙ୍କୁ କୌଣସି ଦିଗରୁ ଅର୍ଥ ସାହାଯ୍ୟ ମିଳିବ ।
କର୍କଟ:କାର୍ଯ୍ୟ ସିଦ୍ଧି ପାଇଁ ଯୋଜନା କରିବେ । ନୂତନ ବନ୍ଧୁ ପାଇବେ । ଦ୍ରବ୍ୟାଦି ଲାଭ କରିପାରନ୍ତି । ବ୍ୟବସାୟ ସହିତ ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ ।
ସିଂହ: ଆଜି  ବନ୍ଧୁଘରୁ ଆଦର ସତ୍କାର ପାଇବେ । ପରିବେଶରୁ ଆନନ୍ଦ ମିଳିବ । ଆର୍ଥିକ କଷ୍ଟ ଅନୁଭବ କରିବେ । ପୂର୍ବ ବ୍ୟବସାୟକୁ ପରିବର୍ତନ କଲେ ଲାଭ ମିଳିବ । ଚାକିରି କ୍ଷେତ୍ର, ପ୍ରମୋଶନ ସହିତ ଆର୍ôଥକ ବୃଦ୍ଧି ଘଟିବ ।
କନ୍ୟା: ଆକସ୍ମିକ ଦୁର୍ଘଟଣାରେ ସମ୍ମୁଖୀନ ହେବେ । ଈଶ୍ୱରଙ୍କ ପାଖରେ ପୂଜା କଲେ ବିପଦରୁ ମୁକ୍ତି ମିଳିବ । ଚାଷ କ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟରେ ଆର୍ôଥକ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ଆନନ୍ଦିତ ହେବେ ।
ତୁଳା: ପ୍ରତ୍ୟେକ କ୍ଷେତ୍ରରେ ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଜୟଯୁକ୍ତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ଚାକିରିରେ ବିଚଳିତ ହୋଇପାରନ୍ତି । ସୁଫଳ ମିଳିପାରେ ।
ବିଛା: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ସ୍ୱଚ୍ଛ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୃହ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିବେ ।
ଧନୁ : ପରିବାରିକ ବିଶୃଙ୍ଖଳା ଲାଗି ରହିବ, ସମାଧାନ ବହୁ କଷ୍ଟରେ କରିବେ । ବ୍ୟବସାୟ ଓ ଚାଷ କାର୍ଯ୍ୟରେ ଉନ୍ନତି ଦେଖାଦେବ । କାର୍ଯ୍ୟରେ ନିନ୍ଦିତ ହେବେ ।
ମକର: ବହୁଦିନର ଉଦ୍ୟମ ବୃଥା ହେବ । ପ୍ରତାରଣାର ଶିକାର ହେବେ । କୌଣସି ଅନୁଷ୍ଠାନରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଖୁସି ହେବେ । ଅହମିକା ହେତୁ ଅପଦସ୍ତ ହେବେ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟର ଅଭାବ ଘଟିବ
କୁମ୍ଭ: ଆଜି ସାଧୁଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି । ପ୍ରତିଯୋଗିତାରେ ସମୟ କାଟିବେ । କଳହାଦିରେ ଜଡ଼ିତ ହେବେ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଉଦାସୀନତା ରହିପାରନ୍ତି । କାର୍ଯ୍ୟରେ ସିଦ୍ଧି ମିଳିପାରିବ । ଗୃହରେ ଆନନ୍ଦ ପାଇବେ ।
ମୀନ: ବହୁଦିନର ଷଡ଼ଯନ୍ତ୍ରରୁ ଉଧୁରିଯିବେ । ବିଚଳିତ ହୋଇପାରନ୍ତି । ସଞ୍ଚୟ ଉପଯୋଗ କରିବେ । ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ । ଅଯଥା ଆଶଙ୍କା ଅନୁଭବ କରିବେ । ଧର୍ମୀୟ ଭାବନାରେ ଶାନ୍ତି ପାଇବେ । ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିପାରନ୍ତି ।