ଦୈନିକ ଏକାଧିକଥର ବଦଳାଇ ହେବ: ଏସବିଆଇ
ଭୁବନେଶ୍ୱର: ଆରମ୍ଭ ହୋଇଥିବା ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ସୂଚନା ଦେଲା ଏସବିଆଇ । ଓଡିଶାରେ ୮୯୦ ଏସବିଆଇ ଶାଖାରେ ନୋଟ୍ ବଦଳର ବ୍ୟବସ୍ଥା ରହିଛି । ନୋଟ୍ ବଦଳାଇବା ପାଇଁ ଆମ ପାଖରେ ୧୨ ହଜାର କୋଟି ରହିଛି । ଅଧିକ ଦରକାର ପଡିଲେ ଘଣ୍ଟାକ ଭିତରେ ଆରବିଆଇ ଦେବାକୁ କହିଛି । କେହି ନୋଟ୍ ବଦଳ ପାଇଁ ବ୍ୟସ୍ତ ହେବାର ଦରାକର ନାହିଁ । ଥରକେ ୨୦ ହଜାର, ଫାଙ୍କା ଥିଲେ … Continue reading ଦୈନିକ ଏକାଧିକଥର ବଦଳାଇ ହେବ: ଏସବିଆଇ
Copy and paste this URL into your WordPress site to embed
Copy and paste this code into your site to embed