34.1 C
Bhubaneswar
Friday, March 29, 2024
Homeଅପରାଧଦୁର୍ବୃତ୍ତଙ୍କ ଗୁଳିମାଡରେ ଫରେଷ୍ଟ ଗାର୍ଡ ମୃତ

ଦୁର୍ବୃତ୍ତଙ୍କ ଗୁଳିମାଡରେ ଫରେଷ୍ଟ ଗାର୍ଡ ମୃତ

ଟିଟିଲାଗଡ : ପାଟ୍ରୋଲିଂ ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଟିଟିଲାଗଡର ରେଙ୍ଗାଲିବାହାଲ ପାଖରେ ଘଟିଯାଇଛି । ଡ୍ୟୁଟି କରିବା ବେଳେ ଫରେଷ୍ଟ ଗାର୍ଡ ଜଟିଆ ରାଣାଙ୍କ ମୃତ୍ୟୁ ହୋଇଛି । ରାତିରେ ଦୁର୍ବୃତ୍ତମାନେ ଏହି ଗୁଳିମାଡ କରିଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଗୁଳି ଫରେଷ୍ଟ ଗାର୍ଡଙ୍କ ପେଟରେ ବାଜିଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । କିନ୍ତୁ ସଇଁତଳା ମେଡିକାଲର ଡାକ୍ତର ଫରେଷ୍ଟ ଗାର୍ଡଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking