ତିରୁପତି- ପଶୁପତି ରେଡ କରିଡର ସ୍ୱପ୍ନ ଧ୍ୱଂସ ହେବ

କଟକ: ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ମୁଣ୍ଡଳି ସିଆଇଏସଏଫ ଅଭିମୁଖେ ବାହାରିଥିଲେ ଅମିତ ଶାହ । ମୁଣ୍ଡଳିରେ ସିଆଇଏସଏଫର ୫୭ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ବକ୍ତବ୍ୟ ରେ କହିଛନ୍ତି ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ କହିଲେ ଶାହ । ମୁଁ ଦେଶର ନାଗରିକଙ୍କୁ ଆଶ୍ୱସ୍ତ କରୁଛି ଦେଶ ନକ୍ସଲବାଦରୁ ମୁକ୍ତ ହେବ । ଏବେ ଆମେ ନକ୍ସଲବାଦରୁ ମୁକ୍ତ ହେବା ଦ୍ୱାରଦେଶରେ … Continue reading ତିରୁପତି- ପଶୁପତି ରେଡ କରିଡର ସ୍ୱପ୍ନ ଧ୍ୱଂସ ହେବ