34.1 C
Bhubaneswar
Thursday, April 25, 2024
Homeଓଡିଶାପୁଣିି ଟିକ୍‌ଟକ୍ ନେଲା ଜୀବନ

ପୁଣିି ଟିକ୍‌ଟକ୍ ନେଲା ଜୀବନ

କେନ୍ଦ୍ରାପଡ଼ା : ପୁଣିି ଟିକ୍‌ଟକ୍ ନେଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି । ନଦୀରେ ଭାସିଗଲେ ଯୁବକ । ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ନାୟାଡିଆ ବ୍ରାହ୍ମଣୀ ନଦୀରେ ଟିକ୍‌ଟିକ୍ କରିବା ସମ୍ରରେ ଭାସିଗଲେ ଜଣେ ୨୨ ବର୍ଷୀୟ ଯୁବକ । ୪ଜଣ ସାଙ୍ଗ ମିଶି ଭୋଜି କରିବାକୁ ବ୍ରାହ୍ମଣୀ ନଦୀ କୂଳକୁ ଯାଇଥିଲେ । ଟିକ୍‌ଟକ୍ ସୁଟିଂ ବେଳେ ଭାରସାମ୍ୟ ହରାଇ ଜଣେ ଯୁବକ ଭାସି ଯାଇଥିଲେ । ବାରମ୍ବାର ଟିକ୍‌ଟକ୍ ନେଇ ଏପରି ଅଘଟଣ ଘଟୁଥିଲେ ମଧ୍ୟ କେହି ସଚେତନ ହେଉନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking