32.1 C
Bhubaneswar
Thursday, March 28, 2024
Homeଓଡିଶାକଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡା: ବାଘ ଚମଡା ବେପାର ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ । ରାୟଗଡା ଜିଲା ରମାନଗୁଡା ନିକଟସ୍ଥ ବାଙ୍ଗୀ ଛକନିକଟ ରେ ଚାଲିଥିଲା ବାଘଛାଲ ବେପାର । କୌଣସି ସୂତ୍ରରୁ ଖବର ପାଇ ଏସ୍ ଟି ଏଫ୍ ଟିମ୍ ଚଢ଼ାଉ କରି ବେପାରୀ ଜଣଙ୍କୁ ଗିରଫ କରିଛି ଜ୍ଝ ଗିରଫ୍ ବ୍ୟକ୍ତି ଜଣକ ହେଲେ ଜୟନ୍ତ ବିବର ବୋଲି ଜଣାପଡିଛି ଜ୍ଝ  ଜବତ କରାଯାଇଥିବା କଲରାପତରିଆ ବାଘ ର ଚମଡା ୨୧୭ ସେମି ରହିଛି ଜ୍ଝ ଏସ୍ ଟି ଏଫ୍ ଟିମ୍ ର ୬ ଜଣ ସଦସ୍ୟ ଏହି ବାଘ ଛାଲ ବେପାର ଘଟଣା ର ତଦନ୍ତ କରୁଥିବା ବେଳେ ଅନ୍ୟକେଉଁ ମାନେ ଏଥିରେ ଜଡିତ ଅଛନ୍ତି ସେ ନେଇ ଅଧିକ ଅନୁସନ୍ଧାନ ଚଲାଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking