ଭୁବନେଶ୍ୱର : ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନରେ ଜନ୍ମହୋଇଛି ବାଘ ଛୁଆ । ବାଘୁଣୀ ‘ଅଙ୍କିତା ‘ ଜନ୍ମଦେଇଛି ବାଘ ଶାବକ । ସୁସ୍ଥ ଅଛନ୍ତି ଉଭୟ ବାଘୁଣୀ ଓ ଶାବକ । ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି ।