ରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ

ନୂଆଦିଲ୍ଲୀ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଜବରଦସ୍ତ କେମେଷ୍ଟ୍ରି ସହ ରିଲିଜ ହୋଇଛି ‘ଟାଇଗର ୩’ ର ପ୍ରଥମ ଗୀତ । ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ପରଠାରୁ ‘ଟାଇଗର ୩’ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଇ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ’ ରିଲିଜ ହୋଇଛି । ଗୀତଟି ରିଲିଜ ହେବା ପର ଠାରୁ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି … Continue reading ରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ