ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ସିପି
କଟକ: ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପୋଲିସ କମିଶନର ଏସ୍ ଦେବଦତ୍ତସିଂ । ସେ କହିଛନ୍ତି ଯେ ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାକୁ ନେଇ ସଜାଗ ଅଛି କମିଶନରେଟ୍ ପୋଲିସ । ଏୟାରଲାଇନ୍ସ ସମସ୍ୟା ଭିତରେ ଗତକାଲି ଖେଳାଳି ପହଞ୍ଚିଛନ୍ତି । ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ । ଶାନ୍ତିଶୃଙ୍ଖଳା ଭିତରେ ଲୋକମାନେ ଟିକେଟ୍ କିଣିଛନ୍ତି … Continue reading ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ସିପି
Copy and paste this URL into your WordPress site to embed
Copy and paste this code into your site to embed