28.1 C
Bhubaneswar
Friday, March 29, 2024
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨ୟ ଦିନରେ ୧୩,୩୫୬ ପାର୍ଥୀପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨ୟ ଦିନରେ ୧୩,୩୫୬ ପାର୍ଥୀପତ୍ର ଦାଖଲ

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୧୩,୩୫୬ ପ୍ରାର୍ଥୀ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିନକୁ ମିଶାଇ ମୋଟ ୨୨,୧୨୮ ପାର୍ଥୀ ନାମାଙ୍କନ ପତ୍ର ଦାଖଲ ଦାଖଲ କରିଛନ୍ତି । ମଙ୍ଗଳବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ଯେ ପ୍ରଥମ ଦିନରେ ୭୧୧୬ ୱାର୍ଡ ମେମ୍ବର, ୧୧୨୨ ସରପଞ୍ଚ, ୫୧୨ ପଞ୍ଚାୟତ ସମିତି ସଭ୍ୟ ଓ ୨୨ ଜିଲ୍ଲା ପରିଷଦ ସଭ୍ୟ ମନୋନୟନ ପତ୍ର ଦାଖଲ କରିଥିଲେ । ଅର୍ଥାତ ପ୍ରଥମ ଦିନରେ ମୋଟ ୮,୭୭୨ ପାର୍ଥୀ ନାମାଙ୍କନ ଭରିଥିଲେ । ସେହିପରି ଦ୍ୱିତୀୟ ଦିନରେ ୧୦,୭୩୪ ୱାର୍ଡ ମେମ୍ବର, ୧୫୪୬ ସରପଞ୍ଚ, ୧୦୩୪ ପଞ୍ଚାୟତ ସମିତି ସଭ୍ୟ ଓ ୪୨ ଜିଲ୍ଲା ପରିଷଦ ସଭ୍ୟ ମନୋନୟନ ପତ୍ର ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking