28.1 C
Bhubaneswar
Wednesday, April 24, 2024
Homeଓଡିଶାଭାସିଗଲେ ବାପ, ପୁଅ ଓ ଝିଅ

ଭାସିଗଲେ ବାପ, ପୁଅ ଓ ଝିଅ

ଭୁବନେଶ୍ୱର: ମହାନଦୀରେ ଗାଧୋଇଲା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ଜଣ । ସମ୍ବଲପୁର ଦଲେଇପଡା ଘାଟରେ ସେମାନେ ଭାସି ଯାଇଥିବା ସୂଚନା ମିଳିଛି । ତେବେ ଭାସି ଯାଇଥିବା ବାପା, ପୁଅ, ଝିଅଙ୍କ ମଧ୍ୟରୁ ପୁଅକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ପୁଅକୁ ଦେଶୀ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି । ଅଚେତ ଅବସ୍ଥାରେ ଉଦ୍ଧାର ୧୫ ବର୍ଷର ପୁଅକୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓଡ୍ରାଫ୍ଟ ଟିମର ସଦସ୍ୟ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ବି ବାପା ଓ ଝିଅ ନିଖୋଜ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking