27.1 C
Bhubaneswar
Friday, August 12, 2022
Homeଦେଶ ବିଦେଶବାଇକ ଦୁର୍ଘଟଣାରେ ଚାଲିଗଲା ୩ ବନ୍ଧୁଙ୍କ ଜୀବନ

ବାଇକ ଦୁର୍ଘଟଣାରେ ଚାଲିଗଲା ୩ ବନ୍ଧୁଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦ୍‌ରେ ମଜାମସ୍ତି ବେଳେ ଚାଲିଗଲା ୩ ବନ୍ଧୁଙ୍କ ଜୀବନ । ମୃତ୍ୟୁ ପୂର୍ବରୁ ଏହି ଯୁବକମାନେ ଏକ ଭିଡିଓ ଅପଲୋଡ କରିଥିଲେ । ନାରଖୀ ଥାନା ଅଞ୍ଚଳରେ ଶୁକ୍ରବାର ୩ ଯୁବକ ବାର୍ଥ ଡେ’ ପାର୍ଟି କରିବାକୁ ସହର ଯାଇଥିଲେ । ଏହି ସମୟରେ ତାଙ୍କ ବାଇକ୍‌କୁ ଏକ ବସ୍ ସାମ୍ନା ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ପରିହା ଅଞ୍ଚଳର ବୋଲି ଜଣା ପଡ଼ିଛି । ପୋଲିସ ବସ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।

ରୁଷ ବଜାରରେ ଖୋଲିବ ଭାରତୀୟ ଷ୍ଟୋର୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking