ସାମସଙ୍ଗ ଓ ଏଲଜି ସହିତ ଲକ୍ଷାଧିକ ଆଣ୍ଡ୍ରଏଡ୍ ଫୋନ୍‌କୁ ବିପଦ! ଗୁଗୁଲର ଇଞ୍ଜିନିୟରଙ୍କ ଚେତାବନୀ, ହ୍ୟାକ୍ ହୋଇପାରେ ମୋବାଇଲ

ନୂଆଦିଲ୍ଲୀ : ସାମସଙ୍ଗ, ଏଲଜି ଓ ସାଓମି ଭଳି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ସ ହୋଇଯାଆନ୍ତୁ ସାବଧାନ। ଏହି ସ୍ମାର୍ଟଫୋନ୍‌ର ସିକ୍ୟୁରିଟି ପୋଗ୍ରାମ୍ର ଡିଟେଲ୍ସ ଲିକ୍ ହୋଇଯାଇଛି। ଫଳରେ ଏହି ଫୋନ୍‌ରେ ମାଲାଓ୍ବାର ଆଟାକ୍ ହେବାର ବିପଦ ବଢିପାରେ। ଏହାର ଫାଇଦା ହ୍ୟାକର୍ସ ଉଠାଇ ପାରିବେ। ଏକ ରିପୋର୍ଟରେ କୁହାଯାଇଛି ଯେ, ହ୍ୟାକର୍ସ ଏଥିରେ ଥିବା କିଛି ତ୍ରୁଟିର ଫାଇଦା ଉଠାଇ ନକଲି କିମ୍ବା ମାଲଓ୍ବେର ଥିବା ଆପ୍ସକୁ ଫୋନ୍‌ରେ ଟ୍ରଷ୍ଟେଡ୍‌ ଆପ୍ ଭଳି ଇନଷ୍ଟଲ କରିପାରିବେ। ପରେ … Continue reading ସାମସଙ୍ଗ ଓ ଏଲଜି ସହିତ ଲକ୍ଷାଧିକ ଆଣ୍ଡ୍ରଏଡ୍ ଫୋନ୍‌କୁ ବିପଦ! ଗୁଗୁଲର ଇଞ୍ଜିନିୟରଙ୍କ ଚେତାବନୀ, ହ୍ୟାକ୍ ହୋଇପାରେ ମୋବାଇଲ