ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ରାଜଧାନୀରେ ଆଜି ବି ଗର୍ଜିଲେ ଆଶାକର୍ମୀ । ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା । ସ୍ଥାୟୀ ଚାକିରି, ଦରମା ବୃଦ୍ଧି ଓ ପେନସନ୍ ଦାବିରେ ବିକ୍ଷୋଭ ପର୍ଦଶନ କରାଯାଉଥିବା ଦେଖିବାକୁ ମିଳିଥିଲା । ଆଇଆଇଟି ଭୁବନେଶ୍ବର କ୍ଯାମ୍ପସରେ ଇ-ରିକ୍ସା ସେବାର ଶୁଭାରମ୍ଭ