ଭାବୁଥିଲେ ଖେଳ ଛାଡ଼ିବେ, ଏବେ ଅଲିମ୍ପିକ୍ସ ଲକ୍ଷ୍ୟ

ଭୁବନେଶ୍ବର : ମାତ୍ର ମାସ କେଇଟା ଭିତରେ ସାଧାରଣ ଖେଳାଳିରୁ ଅସାଧାରଣ ପାଲଟି ଯାଇଛନ୍ତି ଏସିଆଡ୍‌ ରୌପ୍ୟ ପଦକ ବିଜେତା ଜାଭେଲିନ୍ ତାରକା କିଶୋର କୁମାର ଜେନା। ଚଳିତ ମାସ ପ୍ରାରମ୍ଭରେ ଚୀନର ହାଂ‌ଝୌରେ ଅନୁଷ୍ଠିତ ଊନ୍ନବିଂଶ ଏସୀୟ କ୍ରୀଡ଼ାରେ ୮୭.୫୪ ମିଟର୍‌ ଜାଭେଲିନ୍‌ ଫିଙ୍ଗି ଐତିହାସିକ ସଫଳତା ଆଣିବା ପରଠାରୁ ଚର୍ଚ୍ଚାରେ ଏହି କୋଠସାହିର କୋହିନୂର। ଏସୀୟ କ୍ରୀଡ଼ା ସଫଳତା ପରେ ପ୍ରଥମ ଥର ଓଡ଼ିଶା ଆସିଥିବା କିଶୋରଙ୍କୁ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଧିତ … Continue reading ଭାବୁଥିଲେ ଖେଳ ଛାଡ଼ିବେ, ଏବେ ଅଲିମ୍ପିକ୍ସ ଲକ୍ଷ୍ୟ