ଏଥର ବର୍ଷାରେ ଭିଜିବ ପୁରୀ ରଥଯାତ୍ରା

ପୁରୀ : ରଥଯାତ୍ରା ସମୟରେ ପୁରୀରେ ହୋଇପାରେ ବର୍ଷା । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । କହିଲେ, ମୌସୁମୀ ଓଡିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି । ରଥଯାତ୍ରାରେ ଆକାଶ ମେଘୁଆ ରହିବା ସହ ଗୁଳୁଗୁଳି କମିଯିବ । ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେବ । ରାଜ୍ୟରେ ଗ୍ରୀଷ୍ମପ୍ରବାହ କମିଯିବ କିନ୍ତୁ ଉପକୂଳରେ ଗରମ କମିଯିବ । ଏଲନିନୋର ପ୍ରଭାବ ଓଡିଶା ଉପରେ ପଡିନଥାଏ । ତେଣୁ ଚଳିତ ବର୍ଷ … Continue reading ଏଥର ବର୍ଷାରେ ଭିଜିବ ପୁରୀ ରଥଯାତ୍ରା