34.1 C
Bhubaneswar
Friday, March 29, 2024
Homeଓଡିଶାଏଥର ଭକ୍ତ ଙ୍କ ଗହଣରେ ସ୍ନାନଯାତ୍ରା

ଏଥର ଭକ୍ତ ଙ୍କ ଗହଣରେ ସ୍ନାନଯାତ୍ରା

ପୁରୀ : ଏବର୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା । ଭକ୍ତଙ୍କ ଗ୍ରହଣରେ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ ସ୍ନାନଯାତ୍ରା ଦେଖିପାରିବେ । ଆଜି ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଶୃଙ୍ଖଳିତ ପହଣ୍ଡି, ହାତୀ ବେଶ ବେଳେ କିପରି ସେବାୟତ ମଣ୍ଡପରେ ରହିବେନି ସେ ଦିଗରେ ଗୁରୁତ୍ୱ ସହ ଆଲୋଚନା ହୋଇଛି । ତାସହ ଭକ୍ତ ପୁରୀକୁ ଆସିଲେ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଆଲୋଚନା କରିଛନ୍ତି ବରିଷ୍ଠ ସେବାୟତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking